ସୁନା ଚେନ୍ ସଫା କରୁଥିଲେ ମହିଳା, ହଠାତ୍ ଉଡ଼ିଉଡ଼ି ଆସି ଝାମ୍ପିନେଲା କାଉ, ଆଉ ତା’ ପରେ… ଥିରୁଭାନନ୍ତପୁରମ୍,୧୫ା୮: କେରଳର ତ୍ରିସୁରରୁ ଚୋରିର ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚୋର ଜଣକ ମଣିଷ ନୁହେଁ ବରଂ ଏକ କାଉ ବୋଲି ଜଣାପଡ଼ିଛି। କାଉଟି ହଠାତ୍ ଉଡ଼ିଉଡ଼ି ଆସି ମହିଳାଙ୍କ ସୁନା ଚେନ୍ ଝାମ୍ପି ନେଇ ପଳାଇଲା। ଯାହାର…