ଟ୍ରମ୍ପଙ୍କ ଟାରିଫ୍ ବୋମାରେ ଦୋହଲିଲା ଗ୍ଳୋବାଲ ମାର୍କେଟ୍: ଭାରତ ସମେତ ସାରା ବିଶ୍ୱର ଷ୍ଟକ ମାର୍କେଟ୍ରେ ହାହାକାର ନୂଆଦିଲ୍ଲୀ,୭।୫: ଭାରତ ସମେତ ସାରା ବିଶ୍ୱର ଷ୍ଟକ ମାର୍କେଟ୍ରେ ସୋମବାର ହାହାକାର ଖେଳିଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ ହୋଇଥିବା ଟାରିଫ୍ ଏବଂ ଚୀନର ତୀବ୍ର ପ୍ରତିଶୋଧ ସାରା ବିଶ୍ୱର ଶେୟାର ବଜାରକୁ ଦୋହଲାଇ ଦେଇଥିଲା। ଚାଇନା ଆମେରିକାରୁ…