ମହିଳାଙ୍କ ପାଇଁ ଐତିହାସିକ ପଦକ୍ଷେପ ନେଲେ ମେଲୋନି
ରୋମ,୨୭।୧୧: ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ମହିଳାଙ୍କ ସୁରକ୍ଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୟନ କରିଛନ୍ତି। ଇଟାଲୀୟ ସଦନ ମଙ୍ଗଳବାର ଏହି ଆଇନକୁ ମଞ୍ଜୁର କରିଛି, ଯେଉଁଥିରେ ଜଣେ ମହିଳାଙ୍କ ହତ୍ୟାକୁ ଆଜୀବନ କାରାଦଣ୍ଡରେ ଦଣ୍ଡନୀୟ ଅପରାଧ ବୋଲି କୁହାଯାଇପାରେ।...
ମେଲୋନିଙ୍କ ଆତ୍ମଜୀବନୀକୁ ନେଇ ‘ମନ୍ କି ବାତ୍’ରେ ମୋଦି କଲେ ଏମିତି ପ୍ରଶଂସା, କହିଲେ ତାଙ୍କ ସହ ମୋର…
ନୂଆଦିଲ୍ଲୀ,୨୯ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆତ୍ମଜୀବନୀ ‘ଆଇ ଆମ୍ ଜର୍ଜିଆ – ମାଇ ରୁଟ୍ସ, ମାଇ ପ୍ରିନ୍ସିପଲ୍ସ’ର ମୁଖବନ୍ଧ ଲେଖିଛନ୍ତି। ସେ ପୁସ୍ତକଟିକୁ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ଶୀର୍ଷକ ଦ୍ୱାରା...
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୭୫ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମେଲୋନି
ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନରେ ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଶୁଭେଚ୍ଛା ଜଣାଇଛନ୍ତି। ମେଲୋନି ତାଙ୍କ ଏକ୍ସ ପୋଷ୍ଟରେ ମୋଦିଙ୍କ ନେତୃତ୍ୱ ଓ ଦୂରଦୃଷ୍ଟିକୁ ପ୍ରଶଂସା କରିଛନ୍ତି, ତାଙ୍କର ଶକ୍ତି ଓ ନିଷ୍ଠାକୁ “ପ୍ରେରଣାର ଉତ୍ସ” ବୋଲି...
ମେଲୋନିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି, ଏସବୁ ପ୍ରସଙ୍ଗରେ ହେଲା ଆଲୋଚନା
ନୂଆଦିଲ୍ଲୀ,୧୦ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଫୋନ୍ରେ ଆଲୋଚନା କରି ଭାରତ-ୟୁରୋପୀୟ ସଂଘ (EU) ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଏବଂ ଇଉକ୍ରେନ ସଂଘର୍ଷ ନିରସନ ଉପାୟ ସହ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ...
ହ୍ବାଇଟ ହାଉସରେ ଏମିତି କେଉଁ ଭାରତୀୟ ଅନ୍ଦାଜ ଦେଖାଇଲେ ମେଲୋନି ଯାହାର ଭିଡ଼ିଓ ହେଉଛି ଭାଇରାଲ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ଓ୍ବାଶିଂଟନ,୧୯।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ସାକ୍ଷାତ ସାରା ବିଶ୍ୱରେ ଆଲୋଚନାର ବିଷୟ। କିନ୍ତୁ, ଏହି ସମୟ ମଧ୍ୟରେ ଆଉ ଏକ କଥା ଘଟିଥିଲା, ଯାହା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ...
ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ହେଲେ ମୋଦି: ଆସିଲା ଚମ୍କାଇବା ଭଳି ରିପୋର୍ଟ
ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ବିଶ୍ୱ ସମ୍ମୁଖରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ସେ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି। ଆମେରିକୀୟ ବ୍ୟବସାୟିକ ଗୋଇନ୍ଦା କମ୍ପାନୀ ମର୍ଣ୍ଣିଂ କନସଲ୍ଟ ଜୁଲାଇ ୨୦୨୫ର...
ମୋଦିଙ୍କ ସହ ଫଟୋ ଶେୟାର କରି ହୃଦୟର କଥା କହିଦେଲେ ମେଲୋନି: ପ୍ରଧାନମନ୍ତ୍ରୀ ଦେଲେ ଏମିତି ଜବାବ
ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ କାନାଡାର କାନାନାସ୍କିସ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ସେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ସମେତ ଅନେକ ଦେଶର ପ୍ରମୁଖ ନେତାଙ୍କୁ ଭେଟିଛନ୍ତି। ମେଲୋନି ପ୍ରଧାନମନ୍ତ୍ରୀ ମୋଦିଙ୍କ...
ମେଲୋନିଙ୍କୁ ସାହାଯ୍ୟ ମାଗିଲା ପାକିସ୍ତାନ, ଭାରତକୁ ବିପଦ!
ଇସଲାମବାଦ,୩।୬: ଭାରତ ସହିତ ସମ୍ପର୍କ ସୁଧାରିବାକୁ ଆଶା ରଖିଥିବା ପାକିସ୍ତାନ ଏବେ ଇଟାଲୀ ଆଡକୁ ଦୃଷ୍ଟି ଦେଇଛି। ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତାରାର ଇଟାଲୀକୁ ଏକ ସମ୍ଭାବ୍ୟ ’ଶାନ୍ତି ସ୍ଥାପନକାରୀ’ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି।...
ପାକିସ୍ତାନ ସହ ବଡ଼ ଡିଲ୍ କଲେ ମେଲୋନି, ଭାରତକୁ ଜୋରଦାର ଝଟ୍କା!
ନୂଆଦିଲ୍ଲୀ,୨୨।୫: କୁହାଯାଏ ଯେ ବିପଦ ସମୟରେ ଆମେ ବନ୍ଧୁ ଏବଂ ଶତ୍ରୁ ମଧ୍ୟରେ ପାର୍ଥକ୍ୟ ଜାଣିପାରୁ। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଭାରତ ସେହି ସମସ୍ତ ଦେଶ ବିଷୟରେ ମଧ୍ୟ ଜାଣିବାକୁ ପାଉଛି ଯେଉଁମାନେ ନିଜକୁ ଭାରତର ବନ୍ଧୁ ବୋଲି ବାହାନା...
‘ବିଶ୍ୱରେ ତାଙ୍କ ପରି କେହି ନାହିଁ, ୧୦୦ ପ୍ରତିଶତ ହେବ ଚୁକ୍ତି’, Giorgia Meloniଙ୍କୁ ଭେଟିବା ପରେ ଟ୍ରମ୍ପ କହିଲେ…
ଓ୍ବାଶିଂଟନ,୧୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଭେଟିଥିଲେ, ଯିଏ ଗୁରୁବାର ଶୁଳ୍କ ଯୁଦ୍ଧ ମଧ୍ୟରେ ହ୍ବାଇଟ ହାଉସର ଏକ ସରକାରୀ ଗସ୍ତରେ ଆସିଥିଲେ। ଏହି ସମୟରେ, ଟ୍ରମ୍ପ କହିଥିଲେ ଯେ ୟୁରୋପୀୟ ସଂଘ (EU)...
ଜର୍ଜିଆ ମେଲୋନିଙ୍କ ପାଇଁ ଆଣ୍ଠୁମାଡ଼ି ଏପରି କଲେ ଆଲବାନିଆର ପ୍ରଧାନମନ୍ତ୍ରୀ, ସମସ୍ତେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୧୬।୧: ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ତାଙ୍କ ୪୮ତମ ଜନ୍ମଦିନରେ ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଆଶ୍ଚର୍ଯ୍ୟ ଜଣକ ଢଙ୍ଗରେ ସ୍ୱାଗତ କରିଛନ୍ତି। ମେଲୋନୀଙ୍କୁ ସ୍ୱାଗତ କରି ତାଙ୍କୁ ଏକ ସୁନ୍ଦର ସ୍କାର୍ଫ ପ୍ରଦାନ କରିଥିଲେ, ଯେତେବେଳେ ସେମାନେ ବୁଧବାର...
ମେଲୋନିଙ୍କ ଉପରେ ରୋମ ବିଚାରିପତିଙ୍କ ନିଷ୍ପତ୍ତିକୁ ନେଇ ଏଲନ ମସ୍କଙ୍କ ବିବୃତ୍ତି, ରାଗିଗଲେ ରାଷ୍ଟ୍ରପତି, କହିଲେ…
ଓ୍ବାଶିଂଟନ,୧୪ା୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି। ନିର୍ବାଚନ ପରେ ଡୋନାଲ୍ଡ ଟ୍ରମ୍ପ ଏଲନ ମସ୍କଙ୍କୁ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ କରିଛନ୍ତି। ଏହି ସମୟରେ ମସ୍କ ଜର୍ଜିଆ ମେଲୋନି ବିଷୟରେ ଏକ ବିବୃତ୍ତି ଦେଇଛନ୍ତି, ଯାହା ଚର୍ଚ୍ଚାରେ ରହିଛି।...
Archives


