ରାଇକିଆ,୧୬ା୧୦(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ନିର୍ବାଚନ ପରିବର୍ତ୍ତେ ସହମତି ଭିତ୍ତିରେ ମନୋନୟନ…