Tag Archives: GDP

GDP ଅଭିବୃଦ୍ଧିରେ ହ୍ରାସ: ଏପ୍ରିଲ-ଜୁନ୍ ତ୍ରୈମାସରେ ଧିମା ହେଲା ଅର୍ଥନୀତିର ଗତି

ନୂଆଦିଲ୍ଲୀ,୩୦।୮: ଦେଶର ଅର୍ଥନୀତି ପାଇଁ ଆସିଛି ଖରାପ ଖବର। ଭାରତର ଜିଡିପି ଅଭିବୃଦ୍ଧି ହ୍ରାସ ପାଇଛି। ଗତ ପାଞ୍ଚ ତ୍ରୈମାସିକ ତୁଳନାରେ ଭାରତର ଜିଡିପି ଅଭିବୃଦ୍ଧି ସର୍ବନିମ୍ନ ହୋଇଛି। ଏପ୍ରିଲ୍-ଜୁନ୍ ୨୦୨୪ ତ୍ରୈମାସରେ ଭାରତର ଜିଡିପି ଅଭିବୃଦ୍ଧି ୬.୭% କୁ...

ଜିଡିପିର ଅନୁମାନ ୭%କୁ ବୃଦ୍ଧି କଲା ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ, ୧୯।୭ (ଅଭୟ ଦାଶ): ବିଶ୍ୱର ପ୍ରମୁଖ ଆର୍ଥିକ ସଂସ୍ଥା ତଥା ଆମେରିକାର ପ୍ରତିଷ୍ଠିତ ପ୍ରତିଷ୍ଠାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଆକଳନ ଅନୁଯାୟୀ ୨୦୨୪-୨୫ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ ବା ଜିଡିପିର ପୂର୍ବାନୁମାନ ୭% କୁ...

ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ୮.୪% ହାରରେ ବୃଦ୍ଧି ପାଇଲା ଭାରତର ଅର୍ଥନୀତି

ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୮.୪ ପ୍ରତିଶତ ବୃଦ୍ଧି ପାଇଛି ଯାହା ଏକ ବର୍ଷ ପୂର୍ବେ ୪.୩ ପ୍ରତିଶତ ଥିଲା । ଗୁରୁବାର ପରିସଂଖ୍ୟାନ ଏବଂ କାର୍ୟ୍ୟକ୍ରମ କାର୍ୟ୍ୟକାରୀ ମନ୍ତ୍ରଣାଳୟ ଦ୍ୱାରା ଏହି...

୨୦୨୪-୨୫ ବର୍ଷରେ ୬.୫% ରହିବ ଭାରତର ଜିଡିପି: ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି

ନୂଆଦିଲ୍ଲୀ,୩୧।୧: ଚଳିତ ୨୦୨୪ ବର୍ଷ ଏବଂ ୨୦୨୫ ବର୍ଷରେ ଭାରତର ଅର୍ଥନୈତିକ ବିକାଶ ହାର ୬ ଦଶମିକ ୫ ପ୍ରତିଶତ ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆଇଏମ୍‌‌ଏଫ୍‌‌ ଏହାର ଜାନୁଆରୀ ମାସ ରିପୋର୍ଟରେ ଉଲ୍ଲେଖ କରିଛି। ପୂର୍ବ ଅନୁମାନ ତୁଳନାରେ...

୨୦୨୪ ରେ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ଭାରତ

ନୂଆଦିଲ୍ଲୀ,୩୧।୧୨: ୨୦୨୩ରେ ବିଶ୍ୱର ବିଭିନ୍ନ ଦେଶ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଭାରତ ଏହାର ସ୍ଥିତି ଦୃଢ ରଖି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇପାରିଛି। ଭାରତର ଘରୋଇ ବଜାରରେ ଚାହିଦା ବୃଦ୍ଧି, ଦର ନିୟନ୍ତ୍ରଣ ଏବଂ ବିଦେଶୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri