Tag Archives: ganjam

ଉଠାଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ

ପୁରୁଷୋତ୍ତମପୁର,୩୧।୩ (ସିମାଞ୍ଚଳ ମିଶ୍ର): ଚାଷୀକୂଳଙ୍କ ସୁବିଧା ସହ କ୍ଷେତକୁ ଜଳଯୋଗାଣ ଲାଗି ରାଜ୍ୟ ସରକାରଙ୍କ ଅନୁଦାନ ୧୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଛୁଲି ଗ୍ରାମରେ ଥିବା ଶ୍ରୀକୃଷ୍ଣପାଣି ପଞ୍ଚାୟତ ପକ୍ଷରୁ ଏକ ଉଠାଜଳସେଚନ ପ୍ରକଳ୍ପ ଉଦଘାଟିତ…

ଦଣ୍ଡନାଚରେ ଅଘଟଣ: ଯୁବକଙ୍କୁ ଛୁରୀ ଭୁସି ହତ୍ୟା କଲେ ବାପାପୁଅ

ବ୍ରହ୍ମପୁର,୩୧।୩(ସୁବାସ ଚନ୍ଦ୍ର ପାଢ଼ୀ): ଦିନକୁ ଦିନ ଗଞ୍ଜାମ ଜିଲା ଅଶାନ୍ତ ହେବାରେ ଲାଗିଛି। ୪୮ ଘଣ୍ଟା ମଧ୍ୟରେ ଜିଲାରେ ତିନୋଟି ମୁଣ୍ଡ ଗଡିଛି। ଗତ ଶୁକ୍ରବାର ବିଳମ୍ବିତ ରାତିରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସମା ଗ୍ରାମରେ ଶିକୁଳା ଗ୍ରାମର ସୁମନ୍ତ କୁମାର…

ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଦାବିପତ୍ର: ଗଞ୍ଜାମ ଜିଲା କଂଗ୍ରେସ କମିଟି ପକ୍ଷରୁ ଆନ୍ଦୋଳନ

ଭଞ୍ଜନଗର,୧୦।୩(ବାବୁଲା ପ୍ରଧାନ): ରାଜ୍ୟରେ ବଢୁଛି ନାରୀ ନିର୍ଯାତନା। ସ୍କୁଲ ଛାତ୍ରୀ ମାନକ ମଧ୍ୟରେ ମଧ୍ୟ ନିର୍ଯାତନା ବଢୁଛି। ରାଜ୍ୟର ଭାଜପା ସରକାର ଦୋଷୀ ମାନକ ବିରୁଦ୍ଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବାରେ ବିଫଳ ହୋଇଛି। ଏହାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ସଭାପତି…

ମହାଶିବରାତ୍ରରେ ବିଭିନ୍ନ ଶୈବପୀଠ ଉତ୍ସବ ମୁଖର

ଗଞ୍ଜାମ,୨୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖ ପାଖ ଅଞ୍ଚଳ ମହାଶିବରାତ୍ର ଅବସରରେ ଉତ୍ସବମୁଖର ହୋଇଉଠିଥିବା ପରିଲକ୍ଷିତ ହୋଇଛି l ଗଞ୍ଜାମ ବ୍ଲକର ବଟେଶ୍ଵର, ଅଳେଶ୍ବର, ଝଡ଼େଶ୍ଵର, ମକରେଶ୍ଵର, ବାଲି ଲୋକନାଥ ରେମେଶ୍ଵର ପ୍ରମୁଖ ଶୈବପୀଠ ସେହିପରି ସହରାଞ୍ଚଳ ରେ ବିଜେ…

ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଜଣେ ମୃତ

ଗଞ୍ଜାମ,୨୬ା୨(ବିଦ୍ୟାଧର ସାହୁ): ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମର ଜଣେ ବ୍ୟକ୍ତି ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି l ମୁତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ହରିଜନ ସାହିର ରବି ଦାସଙ୍କ ପୁଅ ସୁନିଲ ଦାସ (୫୮)l ପ୍ରାପ୍ତ…

ଅଚାନକ ଯୋଗାଣ ମନ୍ତ୍ରୀଙ୍କ ଗଞ୍ଜାମ ବ୍ଲକ ଗ୍ରସ୍ତ, ଛାନିଆ ହେଲେ ଅଧିକାରୀ

ଗଞ୍ଜାମ,୨୪।୨(ବିଦ୍ୟାଧର ସାହୁ): ହଠାତ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଗଞ୍ଜାମ ବ୍ଲକ ଗ୍ରସ୍ତ କରି ମଣ୍ଡି ପରିଦର୍ଶନ କରିଛନ୍ତି l ମନ୍ତ୍ରୀଙ୍କ ଅଚାନକ ଗ୍ରସ୍ତକୁ ନେଇ ବ୍ଲକ ଯୋଗାଣ ବିଭାଗ ହଡବଡେଇ ଯାଇଥିଲେ l ମନ୍ତ୍ରୀ ଏହି ବ୍ଲକ ଅନ୍ତର୍ଗତ…

ଗଞ୍ଜାମ ସମୁଦ୍ର ତଟରେ ଲାଗିଲା ବିରାଟକାୟ ଲୌହ ପିଣ୍ଡ, ଦେଖିବାକୁ ଲୋକଙ୍କ ଭିଡ଼

ଗଞ୍ଜାମ,୨୪।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଟେଶ୍ଵର-ପୋଡମପେଟା ସମୁଦ୍ର କୂଳରେ ଏକ ଲୌହ ପିଣ୍ଡ ପଡିଥିବା ଦେଖିବାକୁ ମିଳିଥିଲା l ଏହାକୁନେଇ ଭିନ୍ନ ମତ ପ୍ରକାଶ ପାଇଛି l ଖବରପାଇ ନୌସେନା ପଦାଧିକାରୀ ପହଞ୍ଚି ଏହା ସମୁଦ୍ର ମଧ୍ୟରେ ବିଭିନ୍ନ ଦେଶର…

ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ: ‘ବିଷ ମଣିଷ’ ନାଟକ ମଞ୍ଚସ୍ଥ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ  ମଦନମୋହନପୁର ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ  ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବ୍ଲକ ସହଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ…

ବିଶ୍ଵଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପୂର୍ଣ୍ଣାହୁତି, ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ  

ଦିଗପହଣ୍ଡି,୧୨।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ କଇଠଡା ପଞ୍ଚାୟତ କମଳାପୁର ଗ୍ରାମ ସ୍ଥିତ ଶ୍ରୀ କାଶୀ ବିଶ୍ୱନାଥ ଶୈବପୀଠ ପରିସରରେ ଗତ ୫ ତାରିଖ ଠାରୁ ଚାଲିଥିବା ବିଶ୍ଵଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ବୁଧବାର ଅପରାହ୍ନ ରେ ପୂର୍ଣ୍ଣାହୁତି ହୋଇଛି। ପୂର୍ଣ୍ଣାହୁତି…

ହାତୀମୁଣ୍ଡା ପଞ୍ଚାୟତର ଋଷିମାଳ ପାହାଡ଼ରେ ବୁଲୁଛନ୍ତି ହାତୀ ପଲ, ଭୟରେ ଘରୁ ବାହାରୁନାହାନ୍ତି ଲୋକେ

ଦାରିଙ୍ଗବାଡି /ବ୍ରାହ୍ମଣୀଗାଁ,୧୨।୨ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲାା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳ ହାତୀମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ବୁଲୁଛନ୍ତି ବଣୁଆ ହାତୀ। ସେମାନଙ୍କ ଚଳପ୍ରଚଳ ଦେଖି ଲୋକ ଭୟଭୀତ ହୋଇପଡିଛନ୍ତି। ସା ହେଲେ ତାଟି କବାଟ ବନ୍ଦ କରି…

ସର୍ବସାଧାରଣ ସ୍ଥାନକୁ କବ୍‌ଜା କରିନେଉଛନ୍ତି ଲୋକେ, ହେଲେ ପୁଣି ପୁରୁଷୋତ୍ତମପୁର ପ୍ରାଣୀ ଚିକିତ୍ସାଳୟ ଉପରେ ଏନ୍‌ଏସି ପ୍ରଶାସନର ଲୋଲୁପ ଦୃଷ୍ଟି

ପୁରୁଷୋତ୍ତମପୁର,୧୦।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପରିସରରେ ବିଭିନ୍ନ ସ୍ଥାନରେ ରହିଥିବା ସର୍ବସାଧାରଣ ପଟ୍ଟା ଖାତାରେ ଥିବା ସରକାରୀ ଜାଗାମାନକୁ ଗୋଟିଏ ପରେ ଗୋଟିଏ ସମ୍ଭ୍ରାନ୍ତ ଶ୍ରେଣୀର ବ୍ୟକ୍ତି କବ୍ଜା କରି ଦଖଲକୁ ନେବାରେ ଲାଗିଛନ୍ତି। କିଏ ବେଆଇନ ଭାବରେ…

ବସଷ୍ଟାଣ୍ଡରେ ସାଙ୍ଗଙ୍କୁ ଛାଡ଼ିବାକୁ ଯାଇ ଘରକୁ ଫେରି ନ ଥିଲେ, ସାପୁଆ ନାଳରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଗୋପାଳପୁର,୧୭।୧(ନବୀନ ରାଜ ଆଚାରୀ): ଗତ ୧୪ ତାରିଖରୁ ନିଖୋଜ ଥିଲେ ଯୁବକ। ଶୁକ୍ରବାର ନାଳରେ ଭାସୁଥିବା ଅବସ୍ଥାରେ ଠାବ ହୋଇଛି ମୃତଦେହ। ମୃତକ ହେଲେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧିନସ୍ଥ ପାଟପୁର ଗ୍ରାମର ଶାନ୍ତନୁ ନାୟକ (୨୩)। ଏ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri