ମୋହନାରେ ଶିକ୍ଷା ବିଭାଗର ବିକଳ ଚିତ୍ର: ୬ ମାସ ହେଲା ନାହାନ୍ତି ସ୍ଥାୟୀ BEO, ଦୁଇ ବ୍ଲକ ଦାୟିତ୍ୱରେ…
ମୋହନା,୧୧।୧୧(ମନ୍ମଥ ମିଶ୍ର): ଶିକ୍ଷା ବ୍ୟବସ୍ଥାର ସୁଧାର ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଗଜପତି ଜିଲାର ଦ୍ୱିତୀୟ ବୃହତ୍ତମ ବ୍ଲକ ମୋହନାରେ ଶିକ୍ଷା ବିଭାଗର ପ୍ରଶାସନିକ ଅବହେଳା ଏବେ ସ୍ପଷ୍ଟ ବାରି…

