Tag Archives: france

ଗ୍ରୀନଲ୍ୟାଣ୍ଡ ପାଇଁ ଜିଦ୍‌ରେ ଅଟଳ ଟ୍ରମ୍ପ: ବିରୋଧ କରୁଥିବା ଦେଶ ଉପରେ ଲଦିଲେ ୧୦% ଟାରିଫ୍

ନୂଆଦିଲ୍ଲୀ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡ ଅଧିଗ୍ରହଣ ପ୍ରସଙ୍ଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ସାମିଲ କରିବା ଯୋଜନାକୁ ବିରୋଧ କରୁଥିବାରୁ ଦେଶ ଗୁଡିକ ଉପରେ ଏବେ ସେ ଶୁଳ୍କ ଲଗାଇଛନ୍ତି। ଶନିବାର ଡେନମାର୍କ, ବ୍ରିଟେନ ଏବଂ…

ବାୟୁସେନାର ଶକ୍ତି ବଢ଼ାଇବ ‘ରାଫେଲ୍’: ଫ୍ରାନ୍ସ ସହ ୩.୨୫ ଲକ୍ଷ କୋଟିର ମେଗା ଡିଲ୍, ଭାରତରେ ନିର୍ମାଣ ହେବ

ନୂଆଦିଲ୍ଲୀ,୧୩।୧: ଭାରତୀୟ ବାୟୁସେନା(IAF)କୁ ଶକ୍ତିଶାଳୀ କରିବ ରାଫେଲ। ଭାରତ ସରକାର ଫ୍ରାନ୍ସରୁ ଆହୁରି ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କିଣିବାକୁ ଯୋଜନା କରୁଛନ୍ତି। ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କାର ଏହି ବୃହତ ଚୁକ୍ତି ଆସନ୍ତା ମାସରେ ଚୂଡ଼ାନ୍ତ ହେବ। ଫ୍ରାନ୍ସ…

କୋର୍ଟ ଶୁଣାଇଲେ ବଡ଼ ରାୟ, ପୂର୍ବତନ ରାଷ୍ଟ୍ରପତିଙ୍କୁ ୫ ବର୍ଷ ଜେଲ, ଗଦ୍ଦାଫିଙ୍କ ସହ କ’ଣ ରହିଛି କନେକ୍ସନ ଜାଣନ୍ତୁ

ପ୍ୟାରିସ,୨୫।୯: ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜିଙ୍କୁ ୫ ବର୍ଷ ଜେଲ ଦଣ୍ଡ ଦିଆଯାଇଛି। କୋର୍ଟ ରାୟ ଦେଇଛନ୍ତି ଯେ ସାର୍କୋଜି ୨୦୦୭ ରାଷ୍ଟ୍ରପତି ନିର୍ବାଚନ ପାଇଁ ଲିବିୟାର ଏକଛତ୍ରବାଦୀ ମୁଅମ୍ମର ଗଦ୍ଦାଫିଙ୍କଠାରୁ ବେଆଇନ ପାଣ୍ଠି ପାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ।…

ୟୁରୋପରେ ହେବ କି ବଡ଼ ଯୁଦ୍ଧ ? ହସ୍ପିଟାଲଗୁଡ଼ିକୁ ‘ବଡ଼ ଯୁଦ୍ଧ’ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଲା ଫ୍ରାନ୍ସ

ନୂଆଦିଲ୍ଲୀ,୨।୯: ରୁଷିଆ ଓ ନାଟୋ ସହଯୋଗୀ ଦେଶଗୁଡ଼ିକ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ୟୁରୋପରେ ଏକ ବିରାଟ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଫ୍ରାନ୍ସର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ହସ୍ପିଟାଲଗୁଡ଼ିକୁ ୨୦୨୬ ମାର୍ଚ୍ଚ ସୁଦ୍ଧା ଏକ “ବୃହତ୍ ଯୁଦ୍ଧ” ପାଇଁ ପ୍ରସ୍ତୁତ…

ୟୁରୋପରେ ମହା ବିଦ୍ୟୁତ୍ ବିଭ୍ରାଟ: ପରିବହନ, ଯୋଗାଯୋଗ, ଜରୁରୀ ସେବା ଗୁରୁତର ପ୍ରଭାବିତ

ମାଦ୍ରିଦ/ଲିସବନ,୨୮।୪: ସ୍ପେନ, ପର୍ତ୍ତୁଗାଲ ଏବଂ ଫ୍ରାନ୍ସର କିଛି ଅଂଶରେ ଏକ ବିଶାଳ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ପରିବହନ, ଯୋଗାଯୋଗ ଏବଂ ଜରୁରୀ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି ବିଭ୍ରାଟ ସୋମବାର ମଧ୍ୟାହ୍ନ ପ୍ରାୟ ୧୨:୩୦ରେ (ସ୍ଥାନୀୟ ସମୟ) ଆରମ୍ଭ…

ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଯୁଦ୍ଧ ବିମାନ କିଣିବ ଭାରତ: ଥରି ଉଠିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୧୯।୪: ଚାଇନା ନିରନ୍ତର ଭାବରେ ତାର ବାୟୁସେନାକୁ ମଜଭୁତ କରୁଥିବା ବେଳେ ଭାରତୀୟ ବାୟୁସେନାରେ ଲଢ଼ୁଆ ବିମାନ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଥିବାରୁ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରୁଛନ୍ତି। ଭାରତ ସରକାର ଫ୍ରାନ୍ସରୁ ଆଉ ୪୦ଟି ରାଫେଲ ଯୁଦ୍ଧ ବିମାନ…

ଯୁଦ୍ଧ ବେଳେ ସାହାଯ୍ୟ କରୁଥିଲେ; ଏବେ ୟୁକ୍ରେନ ଖଣି ଉପରେ ଆମେରିକା, ଫ୍ରାନ୍ସର ନଜର

ନୂଆଦିଲ୍ଲୀ, ୨୭।୨: ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିନ୍ ଲେକୋର୍ନୁ ଗୁରୁବାର କହିଛନ୍ତି ଯେ ଫ୍ରାନ୍ସ ମଧ୍ୟ ୟୁକ୍ରେନର ଗୁରୁତ୍ୱପୂର୍ଣ୍ଣ ଖଣିଜ ଭଣ୍ଡାରକୁ ପ୍ରବେଶ କରିବାକୁ ଚାହୁଁଛି ଏବଂ ମାସ ମାସ ଧରି ଆଲୋଚନା ଚାଲିଛି। ତାଙ୍କର ବକ୍ତବ୍ୟ ସୂଚାଇ ଦେଉଛି ଯେ…

Trump-Macron Meet: ଟ୍ରମ୍ପଙ୍କ ହାତ ଧରି ବୁଝାଇଦେଲେ ମାକ୍ରନ, ୟୁକ୍ରେନ ବିଷୟରେ ବହୁତ ଗର୍ବ କରୁଥିଲେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫ା୨: ଆମେରିକା ଗସ୍ତରେ ଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏକ କାର୍ଯ୍ୟକ୍ରମ ସମୟରେ ତାଙ୍କ ପ୍ରତିପକ୍ଷ ଟ୍ରମ୍ପଙ୍କ ମିଛ ସାମ୍ବାଦିକ ସମ୍ମିଳନୀରେ ଧରିଛନ୍ତି। ଇମାନୁଏଲ ମାକ୍ରନ ତୁରନ୍ତ ଟ୍ରମ୍ପଙ୍କ ହାତକୁ ବନ୍ଧୁତ୍ୱପୂର୍ଣ୍ଣ ଭାବରେ ଧରି ଅଟକାଇଥିଲେ ଏବଂ ଡଜନ ଡଜନ…

ମୋଦିଙ୍କୁ ଦେଖି ଆଲିଙ୍ଗନ କଲେ ଫ୍ରାନ୍ସ ରାଷ୍ଟ୍ରପତି: ଡାକିଲେ ଡିନର

ନୂଆଦିଲ୍ଲୀ/ପ୍ୟାରିସ୍‌,୧୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ ଫ୍ରାନ୍ସରେ ପହଞ୍ଚିଛନ୍ତି। ଏଠାରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକଁରଙ୍କ ସହ ‘ଏଆଇ ଆକ୍ସନ ସମିଟ୍‌’ରେ ସହ-ଅଧ୍ୟକ୍ଷତା କରିବେ ଏବଂ ତାଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ। ମୋଦି ‘ଏକ୍ସ’ ରେ…

ୟୁଏନ୍‌ଏସ୍‌ସିରେ ଭାରତର ସ୍ଥାୟୀ ସଦସ୍ୟତାକୁ ବ୍ରିଟେନ୍‌ର ସମର୍ଥନ: ପୂର୍ବରୁ ଆମେରିକା, ଫ୍ରାନ୍ସ ସମର୍ଥନ ଜଣାଇଥିଲେ

ନୂଆଦିଲ୍ଲୀ,୨୭ା୯: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବା ନିମନ୍ତେ ସମର୍ଥନ ବଢ଼ିବାରେ ଲାଗିଛି। ପୂର୍ବରୁ ଆମେରିକା ଏବଂ ଫ୍ରାନ୍ସ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ ଜଣାଇଥିବାବେଳେ ଶୁକ୍ରବାର ଜାତିସଂଘ ସାଧାରଣ ସଭାର ୭୯ତମ ଅଧିବେଶନରେ…

୨୮ ବର୍ଷ ବୟସରେ ଏହି ଯୁବକ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨ା୭: ଗତ ୫ ବର୍ଷ ମଧ୍ୟରେ ବିଶ଼୍ବର ବିଭିନ୍ନ ଦେଶରେ ନିର୍ବାଚନ ହୋଇଛି । ପ୍ରାୟତଃ ରାଷ୍ଟ୍ରରେ ସରକାର ବଦଳିଛି ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ବଦଳିଛନ୍ତି । ହେଲେ ଭାରତରେ ସମାନ ସରକାର ରହିଛି । ଅନ୍ୟପଟେ ଫ୍ରାନ୍ସର ନିର୍ବାଚନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri