କପ୍୩୧ ଚିଠା ଚୁକ୍ତିନାମାରେ ନାହିଁ ଜୀବାଶ୍ମ ଇନ୍ଧନ
ଆଣ୍ଟାଲ୍ୟା,୨୩ା୧୧: ତର୍କିର ଆଣ୍ଟାଲ୍ୟାଠାରେ ୨ ସପ୍ତାହ ଧରି ଚାଲିଥିବା କପ୍୩୧ ସମ୍ମିଳନୀର ସହଅଧ୍ୟକ୍ଷ ତଥା ସେଠାକାର ପରିବେଶ ମନ୍ତ୍ରୀ ମୁରାତ କୁରୁମ ଶନିବାର ରାତି ୩ଟାରେ ଏକ ଚିଠା ଚୁକ୍ତିନାମା ପ୍ରକାଶ କରିଛନ୍ତି। ସମ୍ମିଳନୀର ଶେଷ ବୈଠକରେ ଉକ୍ତ ଚିଠା ଉପସ୍ଥାପନ…

