ବାଂଲାଦେଶରେ ପୁଣି ରାଜନୈତିକ ଅସ୍ଥିରତା! ଲୁଙ୍ଗି ପିନ୍ଧି ଥାଇଲାଣ୍ଡ ପଳାଇଲେ ପୂର୍ବତନ ରାଷ୍ଟ୍ରପତି ଢାକା,୧୪।୫: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଥମିବାର ନାଁ ନେଉନାହିଁ। ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଅବଦୁଲ ହମିଦ ଭୋର ୩ଟାରେ ଥାଇଲ୍ୟାଣ୍ଡ ଅଭିମୁଖେ ଯାତ୍ରା କରି ଦେଶ ଛାଡିଛନ୍ତି ବୋଲି କୁହାଯାଉଛି। ସେ ଢାକା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଥାଇ ଏୟାରୱେଜର ଏକ...