Forest officer patrols

ଘଞ୍ଚ ଜଙ୍ଗଲରେ ଚାଲିଚାଲି ପାଟ୍ରୋଲିଂ କଲେ ବନାଞ୍ଚଳ ଅଧିକାରୀ, ଦିନକୁ ୧୦ କିଲୋମିଟର ଚାଲିବା ବାଧ୍ୟତାମୂଳକ

ଦାରିଙ୍ଗବାଡ଼ି,୧୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳର ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନାଞ୍ଚଳ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ପୂର୍ବରୁ ଜିପ୍‌ ଧରି…

3 hours ago