Flyover bridge

ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ହେବ, ଭିତ୍ତିପ୍ରସ୍ତର ସ୍ଥାପନ କରି ମନ୍ତ୍ରୀ କହିଲେ…

ଛତ୍ରପୁର,୧୫ା୫(ଦିଲ୍ଲୀପ ସାମଲ): ଛତ୍ରପୁରର ବହୁ ପ୍ରତୀକ୍ଷିତ ଫ୍ଲାଏଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜିଲାର ସଦରମହକୁମା ଛତ୍ରପୁର ଜାତୀୟ ରାଜପଥରେ ଦୈନିକ…

3 days ago