Tag Archives: flight

ଶେଷ କଲ୍‌, ଶେଷ ଉଡ଼ାଣ… ଅଜିତ ପାଓ୍ବାରଙ୍କ ପରିଚାରିକା ପିଙ୍କି ମାଲିଙ୍କ କାହାଣୀ ସମସ୍ତଙ୍କ ଆଖିରେ ଆଣିବ ଲୁହ

ମୁମ୍ବାଇ,୨୮ା୧: ବାରାମତି ବିମାନ ଦୁର୍ଘଟଣାରେ ବୁଧବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଦେହାନ୍ତ ହୋଇଛି। ଏହି ଦୁର୍ଘଟଣାରେ ଅଜିତ ପାଓ୍ବାରଙ୍କ ସମେତ ଆଉ ୫ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଯେଉଁଥିରେ ଅଜିତଙ୍କ ବିମାନ  ପରିଚାରିକା ପିଙ୍କି ମାଲି ମଧ୍ୟ ସାମିଲ…

ନୂଆ ରେକର୍ଡ ସୃଷ୍ଟି କଲା ଭୁବନେଶ୍ୱର ବିମାନବନ୍ଦର, ୨୦୨୫ରେ ଏତିକି ସଂଖ୍ୟକ ଯାତ୍ରୀ କରିଛନ୍ତି ଯାତ୍ରା

ଭୁବନେଶ୍ୱର,୧୪ା୧: ନୂଆ ରେକର୍ଡ ସୃଷ୍ଟି କରିଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ୨୦୨୫ରେ ସର୍ବକାଳୀନ ରେକର୍ଡ କରିଛି। ଏହି ବିମାନବନ୍ଦରରୁ ୫.୧୫ ମିଲିୟନ ଯାତ୍ରୀ ଯାତାୟାତ କରିଛନ୍ତି। କୌଣସି ବର୍ଷ ଏତେ ଯାତ୍ରୀ ଯାତ୍ରା କରି ନ ଥିବା ବିମାନବନ୍ଦର ନିର୍ଦ୍ଦେଶକ…

ବିମାନବନ୍ଦରକୁ ଘେରି ରହିଛି କୁହୁଡ଼ି: ରନ୍‌ଓ୍ବେରେ ଫସିଲା ଅନେକ ବିମାନ

ଭୁବନେଶ୍ୱର,୧ା୧: ଗୁରୁବାର ସକାଳେ ଇଂରାଜୀ ନବବର୍ଷ ୨୦୨୬ର ପ୍ରଥମ ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା। ଅତ୍ୟନ୍ତ କମ୍‌ ଦୃଶ୍ୟମାନତା ମଧ୍ୟରେ କେବଳ ଗୋଟିଏ ବିମାନ ଉଡ଼ାଣ…

ଦିଲ୍ଲୀ ପରେ ଏବେ ସମାନ ଅବସ୍ଥା ଭୋଗିଲେ ନେପାଳ ବିମାନ ଯାତ୍ରୀ

କାଠମାଣ୍ଡୁ,୮।୧୧: ଦିଲ୍ଲୀରେ ବିମାନ ଚଳାଚଳକୁ ପ୍ରଭାବିତ କରୁଥିବା ଏକ ଯାନ୍ତ୍ରିକ ତ୍ରୁଟି ପରେ, ନେପାଳରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି। ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ରନୱେ ଲାଇଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ସମସ୍ତ ଆସୁଥିବା ଏବଂ ବାହାରୁଥିବା ବିମାନଗୁଡ଼ିକୁ ବନ୍ଦ…

ଏଥର ସିଧାସଳଖ ଭାରତ-ଚାଇନା ବିମାନ ସେବା

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ଚାଇନା ଚଳିତ ମାସ ଶେଷ ସୁଦ୍ଧା (ଅକ୍ଟୋବର ୨୦୨୫) ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ଭାରତ ଏବଂ ଚାଇନାର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏହି ବର୍ଷ ଆରମ୍ଭରୁ ଦୁଇ ଦେଶ…

ମଝି ଆକାଶରେ ଖରାପ ହେଲା ବିମାନର ଶୌଚାଳୟ, ଯାତ୍ରୀଙ୍କୁ ଏମିତି କାମ କରିବାକୁ କରାଯାଇଥିଲା ବାଧ୍ୟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଟ୍ରେନରେ ଟଏଲେଟ୍‌ ବା ଶୌଚାଳୟ ଖରାପ ହେବା ସାଧାରଣ କଥା। ଯଦି କୌଣସି ଟ୍ରେନର ଶୌଚାଳୟ ଖରାପ ହୁଏ ତେବେ ଯାତ୍ରୀମାନେ ଅନ୍ୟ ବଗିରେ ଥିବା ଶୌଚାଳୟକୁ ଯାଆନ୍ତି। କିନ୍ତୁ ଥରେ ଭାବିଲେ ମଝି ଆକାଶରେ ଯଦି ବିମାନର ଶୌଚାଳୟ ଖରାପ…

ଝାଡ଼ଖଣ୍ଡରେ ବିମାନ ନିଖୋଜ, ପାଇଲଟ୍‌ଙ୍କ ସହ ଥିଲେ…

ରାଞ୍ଚି, ୨୧।୦୮: ଝାଡ଼ଖଣ୍ଡରେ ମଙ୍ଗଳବାର ନିିଖୋଜ ହୋଇଯାଇଥିବା ଏକ ବିମାନର ପତ୍ତା ମିଳିପାରିନାହିଁ । ସରାୟକେଲା-ଖରସାୱାଁ ଜିଲାର ଏକ ବିମାନ ଉଡ଼ାଣ କେନ୍ଦ୍ରରୁ ଉଡ଼ାଣ ଭରିବା ପରେ ବିମାନଟି ନିଖୋଜ ହୋଇଯାଇଥିଲା । ଏହାକୁ ଖୋଜିବାକୁ ଟିମ୍‌ ନିୟୋଜିତ ଅଛନ୍ତି ।…

ପ୍ରବଳ ବର୍ଷା, ବାତିଲ୍‌ ହେଲା ୫୦ରୁ ଅଧିକ ବିମାନ

ମୁମ଼୍ବାଇ, ୦୮।୦୭: ମହାରାଷ୍ଟ୍ରର ରାଜଧାନୀ ମୁମ଼୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ସକାଳୁ ପ୍ରବଳ ବର୍ଷା ହୋଇଥିଲା । ଫଳରେ ମୁମ଼୍ବାଇ ସହରର ଏବଂ ବସ୍ତି ଅଞ୍ଚଳର ରାସ୍ତାଘାଟରେ ପାଣି ଜମି ରହିଛି । ଗାଡ଼ି ମଟର ସ଼୍ବଭାବିକ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri