Tag Archives: Fire

ରୋଷେଇବେଳେ ଗ୍ୟାସ୍‌ ଲିକ୍‌ ହୋଇ ଜଳିଗଲା ଘର: ମା-ବାପା-ପୁଅ ଗୁରୁତର

ଦିଗପହଣ୍ଡି,୧୬ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ ଶନିବାର ସନ୍ଧ୍ୟାରେ ରୋଷେଇବେଳେ ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ ପରିବାରର ୩ ଜଣ ପୋଡ଼ି ଯାଇଛନ୍ତି। ସେମାନଙ୍କ ଅବସ୍ଥା…

ଶୋଇଥିବାବେଳେ ଜିଅନ୍ତା ଜଳିଗଲେ ମା-ଝିଅ, ବାପ-ପୁଅ ଗିରଫ

ସମ୍ବଲପୁର,୭ା୧୧(ପ୍ରମୋଦ ବହିଦାର): ଘରେ ଶୋଇଥିବାବେଳେ ନିଆଁ ଲାଗି ମା’-ଝିଅ ଜିଅନ୍ତା ଜଳିଯିବା ଘଟଣାରେ ସଦରଥାନା ପୋଲିସ ଗୁରବାର ବାପ ଓ ପୁଅଙ୍କୁ ଗିରଫ କରିଛି। ସେମାନେ ହେଲେ ମୃତା ମହିଳା ସ୍ନେହଲତା ଦୀକ୍ଷିତଙ୍କ ପୁତ୍ର ଜଗନ୍ନାଥ (୫୮) ଓ ନାତି (ଜଗନ୍ନାଥଙ୍କ…

ଦେହରେ କିରୋସିନ ଢାଳି ନିଆଁ ଲଗାଇଲେ ସ୍ତ୍ରୀ, ବଞ୍ଚାଇବାକୁ ଯାଇ ପୋଡ଼ିହୋଇଗଲେ ସ୍ବାମୀ

ବାଲେଶ୍ୱର,୨୦ା୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଜଡ଼ିଦା ପଞ୍ଚାୟତ ଆଡ଼ିଆ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହ ଉଗ୍ରରୂପ ନେଇ କିରାସିନ ଢାଳି ଦେହରେ ନିଆଁ ଲଗାଇ ଦେଲେ ସ୍ତ୍ରୀ। ଆଉ ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ…

ଜଳିଗଲା ୮ ବଖରା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଆଳି,୬ା୯: କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୪ ପରିବାରର ୮ ବଖରା ଜଳିପୋଡ଼ି ପାଉଁଶ ହୋଇଯାଇଛି। ଶଟ୍‌ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ଲକ୍ଷାଧିକ ଟଙ୍କାର…

କୋରାପୁଟ ମେଡିକାଲ କଲେଜରେ ଲାଗିଲା ନିଆଁ

କୋରାପୁଟ,୩୦ା୮(ଅମିତାଭ ବେହେରା): କୋରାପୁଟ ମେଡିକାଲ କଲେଜରେ ଶୁକ୍ରବାର ଅପରାହ୍ନରେ ନିଆଁ ଲାଗିଯାଇଛି। ଫଳରେ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଚାଇଲ୍ଡ କେୟାର ୟୁନିଟ୍‌ରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ତେବେ ଶଟ୍‌ସର୍କିଟ୍‌ରୁ ଏହି ନିଆଁ ବ୍ୟାପିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ…

ଫାର୍ମା କମ୍ପାନୀରେ ବିସ୍ଫୋରଣ: ଛଟପଟ ହୋଇ ଚାଲିଗଲା ୧୫ ଜଣଙ୍କ ଜୀବନ, ହୃଦୟ ବିଦାରକ ଦୃଶ୍ୟ ବର୍ଣ୍ଣନା କଲେ ଏସ୍‌ଆଇ

ହାଇଦ୍ରାବାଦ,୨୧ା୮: ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀସ୍ଥିତ ଏକ ଫାର୍ମା କମ୍ପାନୀରେ ବୁଧବାର ବଡ଼ଧରଣର ବିସ୍ଫୋରଣ ଘଟି ୧୫ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ତୁରନ୍ତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା…

ଘର ଆଗରେ ହୁତ୍‌ହୁତ୍‌ ହୋଇ ଜଳିଗଲା କାର୍‌

ବାଲିଗୁଡ଼ା,୩୧ା୭(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପିପଳ ସାହିରେ ଘର ଆଗରେ ଥିବା ଏକ କାର୍‌ ନିଆଁ ଲାଗି ଜଳିଯାଇଛି। ତେବେ କାର୍‌ଟି କେଉଁ କାରଣରୁ ଜଳିଗଲା ତାହା ଏଯାଏ ସ୍ପଷ୍ଟ ଜଣାପଡ଼ିନାହିଁ। ସୂଚନାନୁଯାୟୀ, ସବୁଦିନ ଭଳି ସମୀର ବଳିଆରସିଂ ନିଜ…

ଜାତୀୟ ରାଜପଥରେ ଜଳିଗଲା କାର୍‌

କୋରାପୁଟ,୨୦ା୭(ଅମିତାଭ ବେହେରା): କୋରାପୁଟ ଜିଲା ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ମିସିଂଗୁଡ଼ା ଛକରେ ଶନିବାର ଏକ କାର୍‌ ହୁତୁହୁତୁ ହୋଇ ଜଳିଯାଇଛି। ସୂଚନାଯୋଗ୍ୟ, ସୁନାବେଡ଼ାରୁ କୋରାପୁଟ ଷ୍ଟେଶନ ଯାଉଥିବା ବେଳେ ଉକ୍ତ କାର୍‌ରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା…

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ମୋ’ ବସ୍‌

କଟକ,୨୮ା୬: କଟକର ସିଡିଏ ସେକ୍ଟର-୯ରେ ମୋ’ ବସ୍‌ରେ ନିଆଁ ଲାଗିଯାଇଛି। ଫଳରେ ବସ୍‌ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପ୍ରଥମେ ବସ୍‌ର ସମ୍ମୁଖ ଭାବରେ ନିଆଁ ଲାଗିଥିବା ଦେଖି ଚାଳକ…

ଇନ୍‌ଭର୍ଟରରୁ ଲାଗିଲା ନିଆଁ, ମା-ବାପା ସମେତ ଦୁଇ ଝିଅ ମୃତ

ନୂଆଦିଲ୍ଲୀ, ୨୫।୬: ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗର ଅଞ୍ଚଳର ଏକ ଘରେ ନିଆଁ ଲାଗି ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତ କ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ମା-ବାପା ଦୁଇଜଣଙ୍କ ସହ ଦୁଇ ଝିଅଙ୍କର ମୃତ୍ୟୁ ହୋଇଛି।…

ନିଆଁ ଲିଭା ମେଶିନ୍‌ ପ୍ରସ୍ତୁତକାରୀ କମ୍ପାନୀରେ ନିଆଁ, ୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୨।୬: ଗୁରୁଗ୍ରାମର ଦୌଲତାବାଦ ବ୍ୟବସାୟିକ ଅଞ୍ଚଳରେ ଥିବା ନିଆଁ ଲିଭା ମେଶିନ୍‌ ପ୍ରସ୍ତୁତକାରୀ କମ୍ପାନୀରେ ନିଆଁ ଲାଗିଛି । ଏହି କମ୍ପାନୀରେ ଶୁକ୍ରବାର ମଧ୍ୟ ରାତ୍ରିରେ ନିଆଁ ଲାଗିବା କାରଣରୁ ୮ ଜଣ ଶ୍ରମିକଙ୍କର ପ୍ରାଣ ଯାଇଥିବା ବେଳେ ୬…

ଆପାର୍ଟମେଣ୍ଟରେ ଲାଗିଲା ନିଆଁ

ବରଗଡ଼,୨୦ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଗୁରୁବାର ମଧ୍ୟାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଆପାର୍ଟମେଣ୍ଟର ବ୍ଲକ ‘ଇ’ର ଫ୍ଲାଟ୍‌ ନମ୍ବର- ୩୦୬ରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା। ଏହା ପରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇପଡ଼ିଥିଲା। ଆପାର୍ଟମେଣ୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri