‘ତୁମେ ଏକ ମାହୋଲ ସେଟ୍ କରିଦେଇଛ…’, ପଞ୍ଚମ ଟି-୨୦ ପରେ ଡ୍ରେସିଂ ରମରେ କାହାକୁ ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…
ନୂଆଦିଲ୍ଲୀ,୨।୧୧: ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜକୁ ୩-୨ରେ ଜିତି ନେଇଛି; ଏବେ ନଭେମ୍ବର ୪ ରୁ ଦିନିକିଆ (ODI) ସିରିଜ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ ଅକଲ୍ୟାଣ୍ଡରେ ଖେଳାଯିବ, ଏହା ସେହି ସ୍ଥାନ ଯେଉଁଠାରେ ଚତୁର୍ଥ ଟି-୨୦ ମ୍ୟାଚ…

