ହମାସ କବଳରୁ ମହିଳା ସେନାଙ୍କୁ ଉଦ୍ଧାର କଲେ ଇସ୍ରାଏଲ ସେନା ଜେରୁଜେଲମ,୩୧।୧୦: ଇସ୍ରାଏଲ ସୈନ୍ୟବାହିନୀ ଗାଜା ଭିତରକୁ ପ୍ରବେଶ କରିଛନ୍ତି। ଏହି ଅପରେସନ ସମୟରେ ସେ ତାଙ୍କର ଜଣେ ବନ୍ଦୀ ଥିବା ମହିଳା ସେନାଙ୍କୁ ମୁକ୍ତ କରିଥିଲେ। ଏହି ମହିଳା ସେନାଙ୍କୁ ଅକ୍ଟୋବର ୭ରେ ହାମାସ ଯୋଦ୍ଧାମାନେ ଇସ୍ରାଏଲରୁ ଅପହରଣ କରି...