ବିଶ୍ୱର “ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ” ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି: ଜାତିସଂଘ ନୂଆଦିଲ୍ଲୀ,୧୬।୫: ଜାତିସଂଘର ଏକ ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱ ଅର୍ଥନୀତି ଏକ “ସଙ୍କଟପୂର୍ଣ୍ଣ ମୁହୂର୍ତ୍ତ”ରେ ରହିଥିବା ବେଳେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥନୀତି ଭାବେ ନିଜର ସ୍ଥାନ ଦୃଢ଼ କରିଛି। ଜାତିସଂଘର ମିଡ-ଇୟର ଅପଡେଟ୍ ରିପୋର୍ଟ...