ବିଲରେ ହଳ କରୁକରୁ ମାଟିରୁ ମିଳିଲା ସୁନା, ରାତାରାତି ୩୬ହଜାର କୋଟି ଟଙ୍କାର ମାଲିକ ନୂଆଦିଲ୍ଲୀ,୨୯।୫: କିଏ ଜାଣେ ଭାଗ୍ୟ କେତେବେଳେ ଏବଂ କେଉଁଠି ବଦଳିପାରେ। ଜଣେ ଗରିବ ଚାଷୀଙ୍କ ସହିତ ମଧ୍ୟ ଏପରି କିଛି ଘଟିଛି। ଫ୍ରାନ୍ସର କେନ୍ଦ୍ରୀୟ ଅଞ୍ଚଳ ଆଉର୍ଗନେରେ ଜଣେ ସାଧାରଣ ଚାଷୀଙ୍କ ଭାଗ୍ୟ ହଠାତ ବଦଳିଯାଇଛି। ସେ ତାଙ୍କ କ୍ଷେତରେ ଏପରି…