ଜଙ୍ଗଲକୁ ଯାଇ ଘରକୁ ଫେରି ନ ଥିଲେ ଚାଷୀ, ଆଜି ମିଳିଲା ମୃତଦେହ ରିଆମାଳ,୪ା୬(ବଦ୍ରୀ ନାରାୟଣ ଅଗ୍ରଓ୍ବାଲ): ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚଢେଇମରା ଗ୍ରାମ ଜଙ୍ଗଲରୁ ଗୁରୁବାର ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଜବତ ହୋଇଛି। ମୃତବ୍ୟକ୍ତି ଜଣକ ଚଢେଇମରା ଗ୍ରାମର ଚାଷୀ ପ୍ରଫୁଲ୍ଲ ବେହେରା(୫୫) ବୋଲି ଜଣାପଡ଼ିଛି। ସେହିପରି ପାରିପାର୍ଶ୍ୱିକ…