ମହଙ୍ଗା ତୈଳ ପାଇଁ ଆମଦାନୀ ବିଲ୍ ୬୦% ବୃଦ୍ଧି
ନୂଆଦିଲ୍ଲୀ,୨୩ା୧୧: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟବୃଦ୍ଧି ଯୋଗୁ ଭାରତର ତୈଳ ଆମଦାନୀ ବିଲ ୬୦% ବୃଦ୍ଧି ପାଇ ୧୬ ବିଲିୟନ ଡଲାରରେ ପହଞ୍ଚିଛି। ତୈଳ ମନ୍ତ୍ରଣାଳୟ ଅଧୀନ ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ ସେଲ୍ (ପିପିଏସି) ତଥ୍ୟ ଅନୁଯାୟୀ, ଅକ୍ଟୋବର…

