Exam Tips: ଦୁନିଆର ସବୁ କଠିନ ପରୀକ୍ଷା ଲାଗିବ ସହଜ; ଏପରି ପଢନ୍ତୁ, ଟପ୍ପର ଲିଷ୍ଟରେ ରହିବ ନାଁ ସ୍କୁଲ କିମ୍ବା କଲେଜରେ ସରପ୍ରାଇଜ୍ ଟେଷ୍ଟ ହେଲେ କିଛି ଛାତ୍ରୀଛାତ୍ର ନର୍ଭସ ହୋଇଯାଆନ୍ତି। ଯଦିଓ ସେମାନଙ୍କର ପ୍ରସ୍ତୁତି ଦୃଢ ତଥାପି ସେମାନଙ୍କର ନିଜ ଉପରେ ଆତ୍ମବିଶ୍ୱାସ ନ ଥାଏ। ଏଥି ସହିତ କିଛି ଛାତ୍ରୀଛାତ୍ର ଯେକୌଣସି ପ୍ରକାର ପରୀକ୍ଷା ପାଇଁ...