ପରିବେଶ ଉପକାରୀ ଜୈବ ଇନ୍ଧନ ବିଶ୍ୱରେ ଆଜି ଊର୍ଜାର ଅଭାବ, ତାହା ସହିତ ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମ୍ମୁଖୀନ। ଏହି ସମସ୍ୟାଗୁଡ଼ିକୁ ସମାଧାନକରିବା ପାଇଁ ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବା ପାଇଁ ବିଭିନ୍ନ ଦେଶ ବିକଳ୍ପ ଊର୍ଜାର ଉତ୍ସ...