କେବେ ବିବାହ କରିବେ ମଲାଇକାଙ୍କୁ? ଅର୍ଜୁନ ଦେଲେ ଏଭଳି ଜବାବ
ବମ୍ବେ: ଦୀର୍ଘଦିନ ଧରି ଡେଟ୍ କରିବା ପରେ ମଲାଇକା ଅରୋରାଙ୍କୁ ବିବାହ କରିବାକୁ ମନ ବଳାଇଲେଣି ଅଭିନେତା ଅର୍ଜୁନ କପୁର। ଏନେଇ ନିର୍ଦ୍ଦେଶକ କରନ୍ ଜୋହରଙ୍କ ବିବାଦୀୟ ଶୋ’ ‘କଫି ଉଇଥ୍ କରନ-୮’ରେ ଖୁଲାସା କରିଛନ୍ତି ସେ। କେବଳ ଏତିକି ନୁହେଁ…
ପୂର୍ବତନ ପ୍ରେମିକାଙ୍କ ସହ ରୋମାନ୍ସ କରିବେ କାର୍ତ୍ତିକ, ଏହି ଫିଲ୍ମରେ ହେଲା ଏଣ୍ଟ୍ରି…
ବମ୍ବେ: ପୂର୍ବତନ ପ୍ରେମିକାଙ୍କ ସହ ରୋମାନ୍ସ କରିବେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ। ଆସନ୍ତା ବର୍ଷ ଦୀପାବଳିରେ ରିଲିଜ ହେବାକୁ ଥିବା ଫିଲ୍ମ ‘ଭୁଲ ଭୁଲୈୟା ୩’ରେ ତାଙ୍କ ବିପକ୍ଷରେ ନାୟିକା ସାଜିବେ ସାରା ଅଲି ଖାଁ। ଉଭୟ ଖୁବ୍ଶୀଘ୍ର ଏହାର…
ଜନ୍ମଦିନରେ ଧର୍ମେନ୍ଦ୍ରଙ୍କ ସହ ରୋମାଣ୍ଟିକ୍ ଫଟୋ ଶେୟାର କଲେ ହେମା
ବମ୍ବେ: ବଲିଉଡର ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ୮୮ ବର୍ଷରେ ପାଦ ଥାପିଛନ୍ତି। ଶୁକ୍ରବାର ସେ ନିଜର ଜନ୍ମଦିନ ପାଳନ କରିଛନ୍ତି। ବୟସାଧିକ ସତ୍ତ୍ୱେ କାମ ଜାରି ରଖିଥିବା ବର୍ଷୀୟାନ ଅଭିନେତାଙ୍କୁ ନିଜର ସ୍ବତନ୍ତ୍ର ଦିନରେ ପରିବାର ସହ ପ୍ରଶଂସକଙ୍କ ପକ୍ଷରୁ ଶୁଭେଚ୍ଛା…
ମଦନିଶାରେ ଟଳମଳ ହୋଇ ରାସ୍ତାରେ ବୁଲିଲେ ସନ୍ନି ଦେଓଲ! ସାହାରା ଦେଲେ ଅଟୋ ଡ୍ରାଇଭର…
ବମ୍ବେ: ମଦନିଶାରେ ଟଳମଳ ହୋଇ ରାସ୍ତାରେ ବୁଲୁଥିବା ନଜର ଆସିଲେ ଗଦର ଷ୍ଟାର ସନ୍ନି ଦେଓଲ। ଅବସ୍ଥା ଏଭଳି ଥିଲା ଯେ ଏକ ଅଟୋ ରିକ୍ସାବାଲା ଅଟକି ଯାଇ ତାଙ୍କୁ ସାହାରା ଦେଇଥିଲା। ଏବେ ଏହି ଘଟଣାର ଭିଡିଓ ଭାଇରାଲ ହେବା…
ବଲିଉଡ୍ର ଏଭଳି ଜଣେ ସୁପରଷ୍ଟାର, ଯାହାଙ୍କୁ ପ୍ରଥମ ଫିଲ୍ମ ପରେ ବିବାହ ପ୍ରସ୍ତାବ ପଠାଇଥିଲେ ୩୦ହଜାର ଯୁବତୀ…
ବମ୍ବେ: ବଲିଉଡର ହ୍ୟାଣ୍ଡସମ ନାୟକଙ୍କ ମଧ୍ୟରୁ ହ୍ରିତିକ ରୋଶନ ଅନ୍ୟତମ। ତାଙ୍କୁ ‘ବଲିଉଡ୍ର ଟମ କ୍ରୁଜ’ ମଧ୍ୟ କୁହାଯାଏ। ସୁନ୍ଦର ଚେହେରା ଯୋଗୁ ବଲିଉଡରେ ନିଜର ପ୍ରାରମ୍ଭିକ ଦିନରେ ଯୁବତୀମାନେ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ପ୍ରଥମ ଫିଲ୍ମ ପରେ ତାଙ୍କ ପାଖକୁ…
‘ରଣବୀର କପୁର ନୁହନ୍ତି ରଣବୀର ସିଂ ଥିଲେ ପ୍ରଥମ ପସନ୍ଦ’
ବମ୍ବେ: ବଲିଉଡ ଅଭିନେତା ରଣବୀର କପୁର ୨୦୧୮ରେ ଆସିଥିବା ବ୍ଲକବଷ୍ଟର ସିନେମା ‘ସଞ୍ଜୁ’ରେ ଚମତ୍କାର ଅଭିନୟ କରିଥିଲେ। ଫିଲ୍ମ ସମୀକ୍ଷକଙ୍କଠାରୁ ଆରମ୍ଭ କରି ଦର୍ଶକେ ଏହାକୁ ବେଶ ପସନ୍ଦ କରିଥିଲେ। ଫିଲ୍ମଟି ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କ ଜୀବନ ଉପରେ ପର୍ଯ୍ୟବଶିତ ଥିଲା।…
ବୋହୂରାଣୀଙ୍କୁ ଅନ୍ଫଲୋ କଲେ ବିଗ୍ବି, ପୁଅଙ୍କ ସହ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ବଢ଼ିଲା…
ବମ୍ବେ: ବିଗ୍ବି ଅମିତାଭ ବଚ୍ଚନଙ୍କ ଘରେ ସବୁକିଛି ଠିକ୍ ଚାଲିନାହିଁ। କିଛି ଦିନ ଧରି ପୂଅ ତଥା ଅଭିଷେକ ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କରେ ଫାଟ ନେଇ ଖବର ଶୁଣିବାକୁ ମିଳୁଛି। ଏମିତିରେ ଏବେ ଅମିତାଭ ବୋହୂରାଣୀଙ୍କୁ ସୋସିଆଲ…
ଅଭିଷେକ ହାତରୁ କାଢ଼ିଲେ ବିବାହ ମୁଦି!
ବମ୍ବେ: ବଲିଉଡର ଚର୍ଚ୍ଚିତ ଦମ୍ପତି ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଫାଟ। ଏନେଇ କିଛି ଦିନ ଧରି କିଛି ନା କିଛି ଶୁଣିବାକୁ ମିଳୁଥିବା ବେଳେ ଏବେ କିଛି ଫଟୋ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛି। ଫଟୋଗୁଡ଼ିକ ଅଭିଷେକଙ୍କର। ଆପଣ ଭାବୁଥିବେ…
ଇତିହାସ ରଚିଲା ‘ଆନିମଲ୍’; ପ୍ରଥମ ଦିନରେ ରୋଜଗାର ୧୦୦ କୋଟି ପାର୍
ବମ୍ବେ: ଓପନିଂ ଡେ’ରେ କମାଲ କରିଛି ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’। ବ୍ଲକବଷ୍ଟର ଫିଲ୍ମ ‘ବର୍ଫି’ ପରେ ଅଭିନେତାଙ୍କ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି। ଫଳସ୍ବରୂପ ଏହା ରିଲିଜର ପ୍ରଥମ ଦିନ…
ମାତ୍ର ୩୫୦୦ ଟଙ୍କା ପାଇଁ ଆତ୍ମହତ୍ୟା କରିଥିଲେ ମୁନାଓ୍ବାରଙ୍କ ମା’, କଷ୍ଟରେ ବିତିଥିଲା ପିଲାଦିନ
ବମ୍ବେ: ବିଗ୍ବସ୍ ଯିବା ପରଠାରୁ ଚର୍ଚ୍ଚାରେ କମେଡିଆନ୍ ତଥା ପ୍ରତିଯୋଗୀ ମୁନାଓ୍ବାର। ସେ ନିଜର କବିତା, ସ୍ବଭାବକୁ ନେଇ ଦର୍ଶକଙ୍କ ମନ କିଣୁଛନ୍ତି। ସେ ଫାଇନାଲରେ ପ୍ରବେଶ କରିବା ନିଶ୍ଚିତ ବୋଲି କୁହାଯାଉଛି। ଏମିତିରେ ମୁନାଓ୍ବାରଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା…
ରଣବୀର ହେଉଛନ୍ତି ଭାରତର ଶ୍ରେଷ୍ଠ ଅଭିନେତା: ମହେଶ ବାବୁ
ବମ୍ବେ: ନିଜର ଅପକମିଂ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ରଣବୀର କପୁର। ନଭେମ୍ବର ୨୩ରେ ରିଲିଜ ହୋଇଥିଲା ଏହାର ଟ୍ରେଲର। ଏହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ। ସେବେଠାରୁ ଦର୍ଶକେ ଏହାର ରିଲିଜ ଡେଟ୍କୁୁ ଅପେକ୍ଷା କରି ରହିଛନ୍ତି।…
ପୁଣି ବିବାହ ବନ୍ଧନରେ ଅଭିନେତା ବିନୀତ ରାଇନା, ନର୍ସଙ୍କୁ କଲେ ଜୀବନସାଥୀ
ବମ୍ବେ: ଦ୍ୱିତୀୟ ବିବାହ କରିଛନ୍ତି ‘ଇସ୍କ ମେ ମରଜାଓ୍ବା’ ଫେମ୍ ଅଭିନେତା ବିନୀତ ରାଇନା। ପ୍ରେମିକା ଅପେକ୍ଷାଙ୍କ ହାତ ଧରିଛନ୍ତି ସେ। ବିବାହ ପରେ ଉଭୟଙ୍କର କିଛି ଫଟୋ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ନିଜର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହାଛଡ଼ା ଏକାଧିକ…
Archives


