Tag Archives: Entertainment

ସ୍ମୃତି ମନ୍ଧାନାଙ୍କୁ ଧୋକା ଦେଲେ ପଲାଶ! ବିବାହ ସ୍ଥଗିତ ପଛରେ ସାମ୍ନାକୁ ଆସିଲା ବଡ଼ ସତ, ଭାଇରାଲ ହେଲା…

ନୂଆଦିଲ୍ଲୀ,୨୫।୧୧: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ-ଚଳଚ୍ଚିତ୍ର ନିର୍ମାତା ପଲାଶ ମୁଚ୍ଛଲଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା। ନଭେମ୍ବର ୨୩ ତାରିଖରେ ସାଙ୍ଗଲିରେ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ ହେବାର ଥିଲା।...

ହେମା ମାଳିନୀଙ୍କୁ ମିଳିବନି ଧର୍ମେନ୍ଦ୍ରଙ୍କ ସମ୍ପତ୍ତି କି କୌଣସି ପେନସନ, ଜାଣନ୍ତୁ କାହିଁକି…

ମୁମ୍ବାଇ: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ତାଙ୍କ ସମଗ୍ର ପରିବାରକୁ ଭାଙ୍ଗି ପକାଇଛି। ନଭେମ୍ବର ୨୪ ତାରିଖରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତ ଯୋଗୁଁ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଧର୍ମେନ୍ଦ୍ରଙ୍କ ପତ୍ନୀ ହେମା ମାଳିନୀଙ୍କୁ ଧଳା...

ଧର୍ମେନ୍ଦ୍ର ହିନ୍ଦୁ ନା ମୁସଲମାନ? ହେମା ମାଳିନୀଙ୍କୁ ବିବାହ କରିବା ପାଇଁ କରିଥିଲେ ଧର୍ମ ପରିବର୍ତ୍ତନ

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଛି। ସେ ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଜନ୍ମ ଡିସେମ୍ବର ୮, ୧୯୩୫ରେ ପଞ୍ଜାବର ନସରାନି ଗାଁରେ ହୋଇଥିଲା। ବହୁତ କମ ଲୋକ ଜାଣନ୍ତି ଯେ...

ଧର୍ମେନ୍ଦ୍ରଙ୍କ ପ୍ରକୃତ ଉତ୍ତରାଧିକାରୀ କିଏ? ୬ ପିଲାଙ୍କ ମଧ୍ୟରୁ କିଏ ପାଇବେ ଅଧିକ ସମ୍ପତ୍ତି, ଜାଣନ୍ତୁ…

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ତାଙ୍କର ଚମତ୍କାର ଅଭିନୟ ଦ୍ୱାରା ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ୮୯ ବର୍ଷ ବୟସରେ ମଧ୍ୟ ତାଙ୍କ ଫ୍ୟାନ ଫଲୋଇଂ ଯୁବ ଅଭିନେତାଙ୍କ ଅପେକ୍ଷା ବହୁତ ଅଧିକ। ତାଙ୍କ ଫିଲ୍ମଗୁଡ଼ିକ ବକ୍ସ ଅଫିସରେ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ନିର୍ବନ୍ଧ ଖବର ଉପରେ ମୁହଁ ଖୋଲିଲେ ମାହିକା ଶର୍ମା, କହିଲେ ମୁଁ…

ମୁମ୍ବାଇ,୨୨।୧୧: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ମଡେଲ ମାହିକା ଶର୍ମାଙ୍କ ସହ ସମ୍ପର୍କରେ ଅଛନ୍ତି। ସୋସିଆଲ ମିଡିଆରେ ଦୁହେଁ ପରସ୍ପରକୁ ଖୋଲାଖୋଲି ପ୍ରେମ ପ୍ରଦର୍ଶନ କରୁଥିବାର ଦେଖାଯାଉଛି। ଏସବୁ ମଧ୍ୟରେ, ମାହିକା ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିର୍ବନ୍ଧର ଗୁଜବ ନିକଟରେ...

କେଉଁ ରୋଗ ଯୋଗୁ ହଠାତ୍‌ ଚେତାଶୂନ୍ୟ ହୋଇ ପଡ଼ିଲେ ଗୋବିନ୍ଦା , ଜାଣନ୍ତୁ ଏହା କେତେ ବିପଦପୂର୍ଣ୍ଣ…

ମୁମ୍ବାଇ, ୧୨।୧୧: ବଲିଉଡର ନମ୍ବର ୱାନ ହିରୋ ଗୋବିନ୍ଦା ମଙ୍ଗଳବାର ରାତିରେ ହଠାତ୍‌ ତାଙ୍କ ନିଜ ଘରେ ବେହୋସ ହୋଇ ପଡ଼ିଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପ୍ରଶ୍ନ ଉଠୁଛି ଯେ କେଉଁ ରୋଗ ଯୋଗୁ ଗୋବିନ୍ଦା ହଠାତ୍‌...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ, ୧୨।୧୧: ବହୁ ଦିନ ଧରି ମୁମ୍ବାଇର ବ୍ରିଚ କ୍ୟାଣ୍ଡେଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଧର୍ମେନ୍ଦ୍ରଙ୍କୁ ଆଜି ସକାଳ ୭:୩୦ ରେ ଡିସଚାର୍ଜ କରାଯାଇଛି। ତାଙ୍କ ପୁଅ ବବି ଦେଓଲ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲରୁ ବାରିଛନ୍ତି। ସୂତ୍ର ଅନୁସାରେ, ପରିବାର...

ବିଗିଡିଲା ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରକୁ କରାଗଲା ସ୍ଥାନାନ୍ତର

ମୁମ୍ବାଇ,୧୦।୧୧: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟ ଖରାପ ଅଛି। ତାଙ୍କୁ ଗତ ସପ୍ତାହରେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଗତ କିଛି ଦିନ ଧରି ଆଇସିୟୁରେ ଅଛନ୍ତି। କିନ୍ତୁ, ଆଜି ସକାଳେ ତାଙ୍କ ଅବସ୍ଥା ଆହୁରି...

ମା’ ହେଲେ କାଟ୍ରିନା କୈଫ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ମୁମ୍ବାଇ: ଚାରି ବର୍ଷର ବିବାହ ପରେ ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ମା’ବାପା ହୋଇଛନ୍ତି। ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। କାଟ୍ରିନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। କାଟ୍ରିନା ଏବଂ...

ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବଢିଲା ସମସ୍ୟା: ମୁମ୍ବାଇ ପୋଲିସ ନେଲା ବଡ଼ ଆକ୍ସନ

ମୁମ୍ବାଇ: ୯।୯: ୬୦.୪୮ କୋଟି ଟଙ୍କାର ଠକେଇ ମାମଲାରେ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ଗତ ସପ୍ତାହରେ ହିଁ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଉଭୟଙ୍କ ବିରୋଧରେ ଲୁକ ଆଉଟ...

ଗୋବିନ୍ଦା-ସୁନୀତାଙ୍କ ଛାଡପତ୍ର ଖବର ମଧ୍ୟରେ ନୂଆ ମୋଡ, ହେଲା ବଡ଼ ପର୍ଦ୍ଦାଫାଶ

ମୁମ୍ବାଇ: ୯୦ ଦଶକର ସୁପରହିଟ ହିରୋ ଗୋବିନ୍ଦା ତାଙ୍କ କ୍ୟାରିଅରରେ ୧୩୦ ରୁ ଅଧିକ ଫିଲ୍ମ କରିଛନ୍ତି। ଦୀର୍ଘ ସମୟ ଧରି ଫିଲ୍ମରୁ ଦୂରେଇ ରହିଥିବା ଗୋବିନ୍ଦା ପୁଣି ଥରେ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପକ୍ଷରେ, ସେ ପୁଣି...

ସାମ୍ନାକୁ ଆସିଲା ବାହୁବଳୀ-୩ ପୋଷ୍ଟର, ଏହି ଦିନ ହେବ ରିଲିଜ, ହେଲା ଘୋଷଣା

ମୁମ୍ବାଇ: ଭାରତୀୟ ସିନେମାର ସବୁଠାରୁ ମହାନ ଏବଂ ସଫଳ ଫ୍ରାଞ୍ଚାଇଜ ବାହୁବଳୀ ପୁଣି ଥରେ ବଡ଼ ପରଦାକୁ ଫେରିବାକୁ ପ୍ରସ୍ତୁତ। ନିର୍ଦ୍ଦେଶକ ଏସ.ଏସ. ରାଜମୌଲୀ ଫିଲ୍ମର ନୂତନ ପୋଷ୍ଟର ରିଲିଜ କରିଛନ୍ତି, ଯାହାକୁ ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri