ଭାରତରେ ବଢିବ EV ଉତ୍ପାଦନ: ନୂଆ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ର ସରକାର, ଓଡ଼ିଶା ପାଇଁ ବଡ଼ ସୁଯୋଗ ନୂଆଦିଲ୍ଲୀ,୨ା୬: ଭାରତ ସରକାର ସୋମବାର ଇଲେକ୍ଟ୍ରିକ ଭେଇକିଲ (ଇଭି) ନିର୍ମାଣକୁ ପ୍ରୋତ୍ସାହନ ଦେବା ଲାଗି ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। “ଭାରତରେ ଇଲେକ୍ଟ୍ରିକ ପାସେଞ୍ଜର କାର ନିର୍ମାଣକୁ ପ୍ରୋତ୍ସାହନ ଦେବା ଯୋଜନା” (ଏସପିଏମଇପିସିଆଇ) ଅଧୀନରେ ଏହି ନୀତି ମାର୍ଚ୍ଚ...