ହାତରୁ କାହିଁକି ଶୀଘ୍ର ଲିଭେନି ନିର୍ବାଚନୀ ସ୍ୟାହି: ପଛରେ ରହିଛି ବଡ଼ କାରଣ ନୂଆଦିଲ୍ଲୀ,୫।୨: ଆଜି ସକାଳ ୭ଟାରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ମତଦାନ ଆରମ୍ଭ ହୋଇଛି। ଦିଲ୍ଲୀର ସମସ୍ତ ୭୦ଟି ଆସନରେ ମୋଟ ୧.୫୬ କୋଟି ଭୋଟର ସେମାନଙ୍କ ମତଦାନ ଅଧିକାର ବ୍ୟବହାର କରିବେ। କିନ୍ତୁ ଆପଣ ଜାଣନ୍ତି କି...