Tag Archives: Eknath Shinde

ଶିନ୍ଦେଙ୍କ ‘ହୋଟେଲ ପଲିଟିକ୍ସ’କୁ ନେଇ ଗର୍ଜିଲେ ସଞ୍ଜୟ

ମୁମ୍ବାଇ,୧୮।୧: ବିଏମସି ନିର୍ବାଚନରେ ଏନଡିଏ (ମହାୟୁତି)ର ବିଜୟ ପରେ ମଧ୍ୟ ମୁମ୍ବାଇ ରାଜନୀତିରେ ‘ହୋଟେଲ ରାଜନୀତି’ ଏବଂ ସସପେନ୍ସର ଏକ ଯୁଗ ଆରମ୍ଭ ହୋଇଛି। ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ତାଙ୍କର ୨୯ ଜଣ କାଉନସିଲରଙ୍କୁ ଘୋଡା ବେପାରରୁ ରକ୍ଷା କରିବା…

ବିମାନ ଉଡାଇବାକୁ ମନାକଲେ ପାଇଲଟ, ୪୫ ମିନିଟ ପର୍ଯ୍ୟନ୍ତ ଫସି ରହିଲେ ଉପ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୭।୬: ଜଳଗାଓଁ ବିମାନବନ୍ଦରରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହିତ ଏମିତି ଏକ ଘଟଣା ଘଟିଛି, ଯାହା ସେ ହୁଏତ କଳ୍ପନା ମଧ୍ୟ କରିନଥିଲେ। ସୂଚନାଯୋଗ୍ୟ, ଏକ ଗସ୍ତ ସମୟରେ, ଏକନାଥ ଶିନ୍ଦେଙ୍କ ବିମାନର ପାଇଲଟ ଉଡ଼ାଣ ଦେବାକୁ ମନା କରିଦେଇଥିଲେ।…

ମହାରାଷ୍ଟ୍ର ସରକାରରେ ପୁଣି ଝଡ଼: ଏକନାଥ ଶିନ୍ଦେ ନେଲେ ବଡ଼ ନିଷ୍ପତ୍ତି

ପୁଣେ,୧୭।୨: ମହାରାଷ୍ଟ୍ରରେ ମହାୟୁତି ସରକାର ଗଠନ ହେବା ପରଠାରୁ ଏକନାଥ ଶିନ୍ଦେ ଏବଂ ଦେବେନ୍ଦ୍ର ଫଡନବିସଙ୍କ ମଧ୍ୟରେ ଶୀତଳ ଯୁଦ୍ଧ କାହାକୁ ଅଛପା ନାହିଁ। ଶିନ୍ଦେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାର ଆଶା ରଖିଥିଲେ, କିନ୍ତୁ ଫଡନବିସ ମୁଖ୍ୟମନ୍ତ୍ରୀ ହୋଇ ତାଙ୍କର…

ଶେଷରେ ରାଜି ହେଲେ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ ଏହାର ସସପେନ୍ସ ଶେଷ ହେବା ପରେ ଉପମୁଖ୍ୟମନ୍ତ୍ରୀ ପଦବୀ ଉପରେ ଥିବା ସନ୍ଦେହ ମଧ୍ୟ ଶେଷ ହୋଇଛି। ସୂଚନାନୁସାରେ, ଏକନାଥ ଶିନ୍ଦେ ଶେଷରେ ରାଜି ହୋଇଛନ୍ତି। ସେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ…

ମହାରାଷ୍ଟ୍ରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବାତିଲ, ଗାଁ’କୁ ପଳାଇଲେ ଏକନାଥ ସିନ୍ଦେ

ନୂଆଦିଲ୍ଲୀ,୨୯।୧୧: ମହାରାଷ୍ଟ୍ରର ଭାଜପା ନେତୃତ୍ୱାଧୀନ ସହଯୋଗୀ ବା ମହାୟୁତି, ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ଗତ ସନ୍ଧ୍ୟାରେ ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିଥିଲେ। ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ ହୋଇଥିବାବେଳେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ…

ବଡ଼ ନିଷ୍ପତ୍ତି ନେଲେ ସରକାର: ଆଉ ଦେବାକୁ ପଡ଼ିବନି ଟୋଲ୍ ଫି

ମୁମ୍ବାଇ,୧୩।୧୦: ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର ସିନ୍ଦେ କ୍ୟାବିନେଟ୍ ଏକ ବଡ଼ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ସରକାର ମୁମ୍ବାଇରେ ପ୍ରବେଶ କରୁଥିବା ସମସ୍ତ ପାଞ୍ଚଟି ଟୋଲ ବୁଥରେ ଲାଇଟ ମୋଟର ଯାନ ପାଇଁ ଟୋଲ ଫି ସମ୍ପୂର୍ଣ୍ଣ ଛାଡ ଘୋଷଣା କରିଛନ୍ତି।…

ଶିବସେନାରେ ସାମିଲ ହେଲେ ମିଲିନ୍ଦ ଦେଓରା

ନୂଆଦିଲ୍ଲୀ,୧୪।୧: କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବା ପରେ ମିଲିନ୍ଦ ଦେଓରା ରବିବାର ସିନ୍ଦେ ଦଳର ଶିବସେନାରେ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ ମୁମ୍ବାଇ କଂଗ୍ରେସର ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଶିବସେନାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ…

ଏକନାଥ ଶିନ୍ଦେ ଭାଜପାର ଗୋଲାମ: ସଞ୍ଜୟ ରାଉତ

ମୁମ୍ବାଇ,୧୧।୧: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାରଓ୍ବେକର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା ଗୋଷ୍ଠୀକୁ ପ୍ରକୃତ ରାଜନୈତିକ ଦଳର ମାନ୍ୟତା ଦେଇଛନ୍ତି। ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ୟୁବିଟି ପକ୍ଷରୁ ଦାବି ହୋଇଥିବା ୧୬ ବିଦ୍ରୋହୀ ବିଧାୟକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri