ପଶ୍ଚିମବଙ୍ଗରେ ହେବ ପୁଣିଥରେ ନିର୍ବାଚନ? EVM ଖରାପ ହେବାର ଆସିଲାଣି ୭୭ ଅଭିଯୋଗ, ତଦନ୍ତ ଆରମ୍ଭ କଲେ ଇସି
କୋଲକାତା,୩୦।୪: ବଙ୍ଗଳାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ଡାଇମଣ୍ଡ ହାର୍ବର ସମେତ ଅନେକ ମତଦାନ କେନ୍ଦ୍ରରେ ଇଭିଏମର ସୁରକ୍ଷା ଏବଂ ସ୍ବଚ୍ଛତା ଉପରେ ଉଠିଥିବା ପ୍ରଶ୍ନ ମଧ୍ୟରେ ନିର୍ବାଚନ କମିଶନ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା ସୁନିଶ୍ଚିତ…
ଇସି ପ୍ରାର୍ଥୀଙ୍କ ଉପରେ ନିର୍ଭରକଲେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ
ନୂଆଦିଲ୍ଲୀ,୬ା୪: ଭୋଟ ପରିଚାଳନା କରୁଥିବା ପଦାଧିକାରୀ ଯଦି ପ୍ରାର୍ଥୀମାନଙ୍କ ଉପରେ ନିର୍ଭର କରନ୍ତି, ତେବେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବି.ଭି. ନାଗରତ୍ନା କହିଛନ୍ତି। ସେ ପରୋକ୍ଷରେ ନିର୍ବାଚନ କମିଶନଙ୍କୁ ସତର୍କ କରାଇ ଦେଇଛନ୍ତି। ପାଟନାର ଚାଣକ୍ୟ…
ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି ଯେ ପ୍ରଧାନମନ୍ତ୍ରୀ ଏବଂ ନିର୍ବାଚନ କମିଶନଙ୍କୁ ‘ବିଭ୍ରାନ୍ତିକର ଏବଂ ମାନହାନିକାରକ’ ଭାବରେ ଦର୍ଶାଯାଇଥିବା…
ସାରା ଦେଶରେ କେବେ ଲାଗୁ ହେବ SIR? ଆସିଲା ବଡ଼ ଅପଡେଟ
ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସୋମବାର କହିଛନ୍ତି ଯେ ସମସ୍ତ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ଆରମ୍ଭ କରିବା ପାଇଁ କାର୍ଯ୍ୟ ଚାଲିଛି। ଏହାର କାର୍ଯ୍ୟାନ୍ବୟନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିର୍ବାଚନ କମିଶନ ନେବେ।…
ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛି କଂଗ୍ରେସ, ଜାଣନ୍ତୁ…
ନୂଆଦିଲ୍ଲୀ, ୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଘୋଷଣା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିବାକୁ ଯୋଜନା କରୁଛି କଂଗ୍ରେସ। ଉକ୍ତ ଯୋଜନା ଉପରେ ପ୍ରଶ୍ନ କିମ୍ବା ବିରୋଧ ନୁହେଁ ବରଂ ଏହାକୁ ନେଇ ଘୋଷଣା କରିବାର ସମୟ…
Archives


