ଘରେ ବସି ୪୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ଯୁବତୀ, ଏମିତି ସଞ୍ଚୟ କରି… ମୁମ୍ବାଇ,୩ା୭: ଦକ୍ଷିଣ ବମ୍ବେ (SoBo)ର ବାସିନ୍ଦା ୨୫ ବର୍ଷୀୟା ଅନହଦଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ସେ ଖୋଲାଖୋଲି ଭାବରେ ତାଙ୍କ ଦରମା ଏବଂ ମାସିକ ଖର୍ଚ୍ଚ ବିଷୟରେ କହିଛନ୍ତି। ଅନହଦ କହିଛନ୍ତି ଯେ, ସେ...