ବାଂଲାଦେଶରେ ପୁଣି ଭାଙ୍ଗିଲା ହିନ୍ଦୁ ମନ୍ଦିର! ଆପତ୍ତିଜନକ ଅବସ୍ଥାରେ ମିଳିଲା ମା’ଦୁର୍ଗାଙ୍କ ମୂର୍ତ୍ତି ଢାକା,୨୭।୬: ପୁଣିଥରେ ବାଂଲାଦେଶରେ ହିନ୍ଦୁ ଏବଂ ସେମାନଙ୍କ ବିଶ୍ୱାସ ଉପରେ ଆକ୍ରମଣ ହୋଇଛି। ବାଂଲାଦେଶରେ ମା’ ଦୁର୍ଗାଙ୍କ ମନ୍ଦିର ଭଙ୍ଗାଯାଇଛି। ବାଂଲାଦେଶର ଏହି ଘୃଣ୍ୟ କାର୍ଯ୍ୟର ଭାରତ ତୀବ୍ର ବିରୋଧ କରିଛି। ଭାରତ ସରକାର କହିଛି ଯେ ହିନ୍ଦୁ ଏବଂ...