ଡ. ପ୍ରଶାନ୍ତ କୁମାର ନାୟକଙ୍କୁ ଗୁରୁଦାୟତ୍ବ ଦେଲା ଭାଜପା, ଛୁଟୁଛି ଶୁଭେଚ୍ଛା
ଛତ୍ରପୁର,୨୨।୧୧(ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟିର ଛତ୍ରପୁର ନିର୍ବାଚନମଣ୍ଡଳୀର ଜଣେ ଦକ୍ଷ ସଂଗଠକ ତଥା ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଡ଼. ପ୍ରଶାନ୍ତ କୁମାର ନାୟକଙ୍କୁ ଭାଜପା ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ତାଙ୍କର ଏହି…

