୨୫୦ ଫୁଟ ତଳକୁ ଖସିଲା ଡୋଜର, ପୋତି ହୋଇଗଲେ ଚାଳକ, କ୍ଷତିପୂରଣ ଦାବିରେ… ବଣାଇଁ,୧୫ା୫(ପ୍ରଦୀପ ତ୍ରିପାଠୀ): ଗୁରୁବାର ରାତିରେ ଓଏମ୍ସି ଖଣ୍ଡାଧାର ଲୌହଖଣିରେ ଏକ ଅଘଟଣ ଘଟିଥିବାର ସୂଚନା ମିଳିଥିଲା। ସମ୍ପ୍ରତ୍ତି ଏହି ଖଣି ଆଦାନୀ କମ୍ପାନୀକୁ ମିଳିଥିବା ବେଳେ କମ୍ପାନୀ ପୁଣି ସବ୍ ଲିଜ୍ ଧାତ୍ରୀ ମାଇନ୍ସ ରିସୋସୋର୍ସ ଠିକାସଂସ୍ଥାକୁ ଦେଇଛି। ଡମ୍ପିଂୟାର୍ଡରେ ଠିକାସଂସ୍ଥା…