Tag Archives: Donald Trumph

‘ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ଦେବାକୁ ୨ଥର ପ୍ରସ୍ତାବ ଦିଅନ୍ତୁ ମୋଦି’, କାହିଁକି ଏମିତି କହିଲେ ଆମେରିକାର ପୂର୍ବତନ NSA? ଜାଣନ୍ତୁ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୪।୮: ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ବା NSA ଜନ ବୋଲ୍ଟନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଭାରତ ଉପରେ ଲାଗୁ ହୋଇଥିବା ଭାରୀ ଶୁଳ୍କ ଦ୍ୱିପାକ୍ଷିକ…

ଆଲୋଚନା ପରେ ଆକ୍ରମଣ କଲେ ଭୟଙ୍କର ପରିଣାମ ଭୋଗିବେ ପୁଟିନ୍‌

ଓ୍ବାଶିଂଟନ୍‌,୧୪ା୮: ଆଲାସ୍କାରେ ଶୁକ୍ରବାର ହେବାକୁ ଥିବା ଶାନ୍ତି ଆଲୋଚନା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଲେ ଏହାର ଭୟଙ୍କର ପରିଣାମ ଭୋଗିବେ ବୋଲି ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ୟୁରୋପୀୟ ନେତାମାନଙ୍କ…

ଟ୍ରମ୍ପଙ୍କ ଧମକ, ଟାରିଫ ଓ୍ବାର ମଧ୍ୟରେ ରୁଷିଆ ଗସ୍ତ କରିବେ ଜୟଶଙ୍କର

ନୂଆଦିଲ୍ଲୀ,୧୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ, ଭାରତ ଏବଂ ରୁଷିଆ ମଧ୍ୟରେ ସମ୍ପର୍କ ବହୁତ ନିବିଡ଼ ହେଉଛି। ସମ୍ପ୍ରତି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ରୁଷିଆ ଗସ୍ତ…

ଟ୍ରମ୍ପଙ୍କ ସହ ସାକ୍ଷାତ ପୂର୍ବରୁ ଉତ୍ତର କୋରିଆର ଏହି ନେତାଙ୍କ ସହ କ’ଣ କଥା ହେଲେ ପୁଟିନ! ବଢୁଛି ରାଜନୈତିକ ଆଲୋଚନା

ନୂଆଦିଲ୍ଲୀ,୧୩।୮: ୟୁକ୍ରେନୀୟ ସରକାର ମଙ୍ଗଳବାର (୧୨ ଅଗଷ୍ଟ, ୨୦୨୫)ରେ କହିଛି ଯେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆର ନେତା କିମ ଜଙ୍ଗ ଉନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ସେ ତାଙ୍କ ଆଗାମୀ ଆଲାସ୍କା ଗସ୍ତରେ ଆମେରିକା…

”ସମସ୍ତଙ୍କ ବସ୍ ଭାରତର ବିକାଶ ଦେଖି ପାରୁନାହାନ୍ତି”; ଟ୍ରମ୍ପଙ୍କୁ ରାଜନାଥ ସିଂହଙ୍କ କଟାକ୍ଷ

ନୂଆଦିଲ୍ଲୀ,୧୦।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆମେରିକାର ଶୁଳ୍କ ନୀତି ଉପରେ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ବିଶ୍ୱ ଶକ୍ତିମାନେ ଭାରତର ଦ୍ରୁତ ଅଭିବୃଦ୍ଧି ଦେଖି ଈର୍ଷାନ୍ୱିତ। ମଧ୍ୟପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମସ୍ତଙ୍କ…

ପୁଟିନଙ୍କ ସହ ସାକ୍ଷାତ ପୂର୍ବରୁ ବଡ଼ ଝଟକା ଦେଲେ ଟ୍ରମ୍ପ, ଦୁଇ ଶତ୍ରୁ ଦେଶଙ୍କୁ କଲେ ଏକାଠି

ଓ୍ବାଶିଂଟନ,୯।୮: ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ସମୟରେ ଆମେରିକାର ମଧ୍ୟସ୍ଥତାରେ ଆଜରବାଇଜାନ ଏବଂ ଆର୍ମେନିଆ ଏକ ଶାନ୍ତି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହି ଶାନ୍ତି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଦଶନ୍ଧି ଧରି ଚାଲିଥିବା ବିବାଦର ଅନ୍ତ…

ଭାରତ ଲଗାଇବ ୫୦ ପ୍ରତିଶତ ଟାରିଫ! ଟ୍ରମ୍ପଙ୍କ ଧମକ ପରେ କ୍ଲିୟର ମେସେଜ ଦେଲେ ଏହି କଂଗ୍ରେସ ନେତା

ନଅଦିଲ୍ଲୀ,୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦% ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ପୂର୍ବରୁ ସେ ୨୫% ଶୁଳ୍କ ଲଗାଇଥିଲେ, କିନ୍ତୁ ଏବେ ସେ ଏହାକୁ ଦୁଇଗୁଣ କରିଦେଇଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ବରିଷ୍ଠ କଂଗ୍ରେସ ନେତା…

ଧରାପଡ଼ିଲା ଆମେରିକା-ପାକିସ୍ତାନର ୫୪ ବର୍ଷ ପୁରୁଣା ଷଡଯନ୍ତ୍ର! ପୁରୁଣା ଫଟୋ ଶେୟାର କରି କଡ଼ା ଜବାବ ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ/ଓ୍ବାଶିଂଟନ,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ଲଗାଇବାକୁ ଲଗାତାର ଧମକ ଦେଉଛନ୍ତି। ଏହି ସମୟରେ, ସେନା ପୁଣିଥରେ ସମସ୍ତଙ୍କ ସାମ୍ନାରେ ଆମେରିକାର ପ୍ରକୃତ ଚେହେରାକୁ ପ୍ରଦର୍ଶିତ କରିଛି। ଠିକ ୫୪ ବର୍ଷ ପୂର୍ବେ, ଆମେରିକା ପାକିସ୍ତାନ ସହିତ…

ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି, ଥରହର ଆମେରିକା

ଓ୍ବାଶିଂଟନ,୪।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ଏକ ତ୍ରୁଟି ସାମ୍ନାକୁ ଆସିଛି। ରବିବାର ଏକ ବେସାମରିକ ବିମାନ ନ୍ୟୁ ଜର୍ସିର ଟ୍ରମ୍ପଙ୍କ ଗଲ୍ଫ କ୍ଲବ ଉପରେ ପ୍ରତିବନ୍ଧିତ ଆକାଶ ସୀମାରେ ପ୍ରବେଶ କରିଥିଲା। ଫକ୍ସ ନ୍ୟୁଜ ଅନୁଯାୟୀ, ଘଟଣାଟି ଅପରାହ୍ନ…

ଫସିଗଲେ ଟ୍ରମ୍ପ! ଏମିତି କ’ଣ କହିଲେ ଯେ ଏଥର କ୍ଲିଣ୍ଟନଙ୍କ ସହ କରାଯାଉଛି ତୁଳନା

ଓ୍ବାଶିଂଟନ,୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାରରେ ତାଙ୍କ ହ୍ବାଇଟ ହାଉସ ପ୍ରେସ ସଚିବ କାରୋଲିନ ଲେଭିଟ୍‌ଙ୍କୁ ପ୍ରଶଂସା କରିଛନ୍ତି। କାରୋଲିନଙ୍କୁ ପ୍ରଶଂସା କରିବା ସମୟରେ ଟ୍ରମ୍ପ ତାଙ୍କ ମୁହଁ ଏବଂ ତାଙ୍କ ଓଠର ମଧ୍ୟ ଖୁବ୍‌ ପ୍ରଶଂସା କରିଛନ୍ତି।…

ମିଛ ପ୍ରମାଣିତ ହେଲା ଟ୍ରମ୍ପଙ୍କ ଦାବି, ଏବେବି ରୁଷିଆରୁ ତେଲ କିଣୁଛି ଭାରତ

ନୂଆଦିଲ୍ଲୀ,୨।୮: ଭାରତ ଆମେରିକାର ଶୁଳ୍କ କାର୍ଯ୍ୟାନୁଷ୍ଠାନକୁ ଅଣଦେଖା କରି ରୁଷିଆରୁ ତେଲ କିଣିବା ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ସଂସ୍ଥା ANI ସୂତ୍ରକୁ ଉଦ୍ଧୃତ କରି କହିଛି ଯେ ଭାରତର ସମସ୍ତ ତୈଳ ବିଶୋଧନାଗାର ରୁଷିଆ କମ୍ପାନୀଗୁଡ଼ିକଠାରୁ ତେଲ କିଣିବା…

ଟାରିଫ ମାମଲାରେ ନିଜ ବନ୍ଧୁଙ୍କୁ ବି ଭୁଲିଗଲେ ଟ୍ରମ୍ପ! ଲଗାଇଦେଲେ ଏତେ ପ୍ରତିଶତ ଟାରିଫ

ଜେରୁଜେଲମ,୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଶୁଳ୍କ ନୀତି ବିଶ୍ୱର ଅନେକ ଦେଶକୁ ଚକିତ କରିଛି। ଟ୍ରମ୍ପ ପ୍ରଶାସନ ମୋଟ ୯୬ଟି ବାଣିଜି୍ୟକ ଅଂଶୀଦାର ଦେଶ ଉପରେ ଶୁଳ୍କ ଲାଗୁ କରିଛି। ଏହି ସମସ୍ତ ଦେଶ ଉପରେ ୧୦ ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?