ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲାଗିପାରେ ଶକ୍ତ ଧକ୍କା, ପୁଣିଥରେ ଚମକାଇବା ଭଳି ନିଷ୍ପତ୍ତି ନେଲେ ଟ୍ରମ୍ପ
ଓ୍ବାଶିଂଟନ,୫।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ଶୁଳ୍କ ସମ୍ପର୍କିତ ଜାରି ଥିବା ପ୍ରସଙ୍ଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ସାମିଲ କରିଛନ୍ତି। ଆମେରିକା ବାହାରେ ନିର୍ମିତ ଚଳଚ୍ଚିତ୍ର ଉପରେ ଟ୍ରମ୍ପ ୧୦୦ ପ୍ରତିଶତ ଶୁଳ୍କ…
ଟ୍ରମ୍ପ ହେବେ ନୂଆ ପୋପ? ନିଜେ ଫଟୋ ପୋଷ୍ଟ କଲେ ଆମେରିକା ରାଷ୍ଟ୍ରପତି, ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା
ଓ୍ବାଶିଂଟନ,୩।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଫଟୋ ହଠାତ ଭାଇରାଲ ହୋଇଛି, ଯେଉଁଥିରେ ସେ ପୋପଙ୍କ ପୋଷାକ ପିନ୍ଧିଥିବା ଏବଂ ଜଣେ ପ୍ରକୃତ ପୋପଙ୍କ ମୁଦ୍ରାରେ ଏକ ଚେୟାରରେ ବସିଥିବାର ଦେଖାଯାଉଛି। ହ୍ବାଇଟ ହାଉସ ଟ୍ରମ୍ପଙ୍କ ଏହି ଆଶ୍ଚର୍ଯ୍ୟଜନକ ଫଟୋ…
ବଢୁଛି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ, ଟ୍ରମ୍ପ ସରକାରଙ୍କ ମଧ୍ୟରେ ବିବାଦ
ଓ୍ବାଶିଂଟନ,୨୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡକୁ ୨.୨ ବିଲିୟନ ଡଲାରର ପାଣ୍ଠି ବନ୍ଦ କରିଦେଇଛି। ହାର୍ଭାର୍ଡ ଏହାର ଉପଯୁକ୍ତ ଉତ୍ତର ଦେଇଛି। ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସରକାର…
ଆମେରିକାରେ ତେଜୁଛି ଟ୍ରମ୍ପ୍ ବିରୋଧୀ ବିକ୍ଷୋଭ
ଓ୍ବାଶିଂଟନ୍,୨୧ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରତ୍ୟର୍ପଣ, ଛଟେଇ, ଗାଜା ଓ ୟୁକ୍ରେନ୍ ଯୁଦ୍ଧ ନୀତି ବିରୋଧରେ ଶନିବାର ଓ୍ବାଶିଂଟନ୍, ନ୍ୟୁୟର୍କ ଓ ଶିକାଗୋ ସମେତ ଦେଶର ବିଭିନ୍ନ ସହରରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହ୍ବାଇଟ୍ ହାଉସ୍ ବାହାରେ ବିକ୍ଷୋଭକାରୀ…
US-China Tariff War: ଟାରିଫ୍ ଯୁଦ୍ଧ ମଧ୍ୟରେ ଟ୍ରମ୍ପକୁ ଝଟ୍କା ଦେଲା ଚାଇନା
ବେଜିଂ,୧୫।୪: ଏବେ ଆମେରିକା ଏବଂ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ଟାରିଫ୍ ଓ୍ବାର୍ କବଳରେ ବିମାନ ଚଳାଚଳ କ୍ଷେତ୍ର ମଧ୍ୟ ପଡ଼ିଯାଇଛି। ଆମେରିକୀୟ କମ୍ପାନୀ ବୋଇଂଠାରୁ ଜେଟ ଡେଲିଭରି ନ ନେବାକୁ ଚାଇନା ତାର ବିମାନ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଚାଇନା…
ପୁଣିଥରେ ଆଉ ଏକ ବୋମା ଫୁଟାଇବେ ଟ୍ରମ୍ପ, ସାରା ବିଶ୍ୱକୁ କରିବେ ଚକିତ! ୨୦ ଏପ୍ରିଲକୁ ଲାଗୁ ହୋଇପାରେ…
ଓ୍ବାଶିଂଟନ,୧୫।୪: ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ, ସେ ଯେଉଁ ପ୍ରଥମ ଆଦେଶ ଜାରି କରିଥିଲେ ତାହା ଦେଶର ଦକ୍ଷିଣ ସୀମାରେ ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ସହିତ ଜଡିତ…
ଟ୍ରମ୍ପଙ୍କ ବଡ଼ ଘୋଷଣା: ଟାରିଫ ଓ୍ବାରରୁ ବାଦ ପଡ଼ିଲା ସ୍ମାର୍ଟଫୋନ, କମ୍ପ୍ୟୁଟର, ଇଲେକ୍ଟ୍ରୋନିକ ଆଇଟମ
ଓ୍ବାଶିଂଟନ,୧୨।୪: ଟାରିଫ ଓ୍ବାର ମାଧ୍ୟମରେ ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସ୍ମାର୍ଟଫୋନ, କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀକୁ ଟ୍ରମ୍ପ ଶୁଳ୍କରୁ ମୁକ୍ତ କରିଛି। ଏହି ପଦକ୍ଷେପ ଅନେକ ଲୋକପ୍ରିୟ ଉଚ୍ଚ ପ୍ରଯୁକ୍ତିବିଦ୍ୟା ଉତ୍ପାଦ…
“ଅତି ଚତୁର ବ୍ୟକ୍ତି”: ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ମଧ୍ୟରେ ସି ଜିନପିଙ୍ଗଙ୍କୁ ପ୍ରଶଂସା କଲେ ଟ୍ରମ୍ପ
ୱାଶିଂଟନ୍, ୧୦ା୪: ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ଝଡ଼ ସୃଷ୍ଟି ହୋଇଛି, ଯାହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଚାଇନା ପ୍ରତିପକ୍ଷ ସି ଜିନପିଙ୍ଗଙ୍କୁ “ଚତୁର ବ୍ୟକ୍ତି” ବୋଲି କହିଛନ୍ତି। ଟ୍ରମ୍ପ…
ଟାରିଫ ଓ୍ବାରରେ ଚାଇନାକୁ ଲାଗିଛି ଜବରଦସ୍ତ ଝଟକା, କାହିଁକି ଏମିତି ଦାବି କଲେ ଟ୍ରମ୍ପ
ଓ୍ବାଶିଂଟନ,୫।୪: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ବିଷୟରେ ନିଜ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ଭବିଷ୍ୟତରେ ଆମେରିକାର ଲୋକମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେବେ ସେ ବିଷୟରେ ସେ କହିଥିଲେ ଯେ ଆମେ ପୂର୍ବରୁ ବହୁତ ଅସହାୟ…
ତୃତୀୟ ବିଶ୍ୱଯୁଦ୍ଧ ଆଉ ବେଶୀ ଦୂର ନୁହେଁ: ବଡ଼ ଦାବି କଲେ ଟ୍ରମ୍ପ
ଓ୍ବାଶିଂଟନ୍,୨୧ା୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ତୃତୀୟ ବିଶ୍ୱଯୁଦ୍ଧ ଆଉ ବେଶୀ ଦୂର ନୁହେଁ। ତେବେ ଏହାକୁ ଏଡ଼ାଇବା ପାଇଁ ମୋ ପାଖରେ ଯୋଜନା ରହିଛି। ମଧ୍ୟପ୍ରାଚ୍ୟ ଓ ୟୁକ୍ରେନ୍ରେ ଚାଲିଥିବା ସଂଘର୍ଷ ଉପରେ…
ଆକ୍ସନ ମୋଡ୍ରେ ଟ୍ରମ୍ପ-ମସ୍କ: ୧୦ ହଜାର ଲୋକଙ୍କ ଚାକିରି ଗଲା
ଓ୍ବାଶିଂଟନ୍,୧୫।୨:ଆମେରିକାରେ କ୍ଷମତା ଗ୍ରହଣ କରିବା ପରେ, ରାଷ୍ଟ୍ରପତି ଟ୍ରମ୍ପ ଏପର୍ଯ୍ୟନ୍ତ ଅନେକ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଏବଂ ଶିଳ୍ପପତି ଏଲନ ମସ୍କ ଏବେ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦେଶରେ ୧୦ ହଜାର ଲୋକଙ୍କୁ ଚାକିରିରୁ…
ମୋଦିଙ୍କୁ ବହି ଉପହାର ଦେଲେ ଟ୍ରମ୍ପ: ଜାଣନ୍ତୁ ଏଥିରେ କ’ଣ ଅଛି
ଓ୍ବାଶିଂଟନ୍,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ନେତା ପରସ୍ପରର ପ୍ରଶଂସା କରିଥିଲେ। ତୃତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ…
Archives


