ଦିଗପହଣ୍ଡି ଠାକୁରାଣୀ ଯାତ୍ରା ; ମା’ଙ୍କ ଘଟ ପରିକ୍ରମା, ଶ୍ରଦ୍ଧାଳୁଙ୍କ ଭିଡ଼
ଦିଗପହଣ୍ଡି,୧୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ଶନିବାର ବିଳମ୍ବିତ ରାତିରୁ ଶୁଭାରମ୍ଭ ହୋଇଛି। ରବିବାର ଆଶ୍ୱିନ ମହାଷ୍ଟମୀ ତିଥି ସନ୍ଧ୍ୟାରେ ବଜାରସାହି ଗାନ୍ଧୀଛକ ସ୍ଥିତ ଅସ୍ଥାୟୀ ଯାତ୍ରାପୀଠରେ…

