Digapahandi Gambling Crackdown

କୁମାର ପୂର୍ଣ୍ଣମୀ ପୂର୍ବରୁ ଦିଗପହଣ୍ଡିରେ ପୋଲିସର ଚଢ଼ାଉ: ଛତ୍ରଭଙ୍ଗ ଦେଲେ ଜୁଆଡ଼ି; ୯ ଗିରଫ, ନଗଦ ୧.୫୫ ଲକ୍ଷ ଟଙ୍କା…

ଦିଗପହଣ୍ଡି,୨୨।୧୦(ଅଶେଷ ନାଥ ମିଶ୍ର): ଆଶ୍ୱିନ ପାର୍ବଣ ଦଶହରା ଓ କୁମାର ପୂର୍ଣ୍ଣମୀ ପୂର୍ବରୁ ଅଞ୍ଚଳରେ ଚାଲିଥିବା ବେଆଇନ ଜୁଆ ଖେଳ ଉପରେ କେ. ନୂଆଗାଁ ପୋଲିସର କଡ଼ା…

4 hours ago