ଗର୍ଭବତୀ ମହିଳାଙ୍କୁ କାହିଁକି ହୁଏ ଡାଇବେଟିସ୍? ଜାଣନ୍ତୁ ଶିଶୁ ଉପରେ ପଡ଼ିବ କି ନାହିଁ ପ୍ରଭାବ ଭାରତରେ ଡାଇବେଟିସ୍ ଦ୍ରୁତଗତିରେ ବୃଦ୍ଧି ପାଉଛି। ଆପଣ ଏହି କଥାରୁ ଅନୁମାନ କରିପାରିବେ ଯେ, ପ୍ରତି ୫ ଜଣରେ ଜଣେ ଏହି ରୋଗରେ ପୀଡ଼ିତ। ଆଜି ଭାରତ ବିଶ୍ୱର ଡାଇବେଟିସ୍ କ୍ୟାପିଟାଲ ହେବାକୁ ଯାଉଛି। ଅନେକ ଲୋକ ଡାଇବେଟିସ୍ର ପ୍ରାରମ୍ଭିକ...