Tag Archives: dhenkanal

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଶାଶୁ ଗୁରୁତର

ପରଜଙ୍ଗ, ୭।୧(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ପଙ୍ଗାତିରା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଥିବାବେଳେ ଶାଶୁ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ…

କାର ଧକ୍କାରେ ବାଇକ ଚାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ପରଜଙ୍ଗ,୨୯।୧୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ. ଜାତୀୟ ରାଜପଥର ଦଦରାଘାଟି ଡ୍ୟାମଠାରୁ ଅଳ୍ପ ଦୂରରେ ରବିବାର ସାରେ ଏକ ଅଜଣା କାର ଧକ୍କାରେ କୁଲେଇ ଗ୍ରାମର ଚଗଲା ରଣା (୨୧)ଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ଯେ,…

ହାତୀ ଉପଦ୍ରବ, ଚାଷୀ ଚିନ୍ତିତ

ବଇଣ୍ଡା, ୨୨।୧୨(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନ ମାଧପୁର, କଣ୍ଟେଇକୋଳିଆ, ଅଁଳାବେରେଣୀ, ନାଗାଝରଣ, ଅଶ୍ରୁବାହାଳ ଅଞ୍ଚଳରେ କିଛିଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି। ହାତୀପଲ ରାତିରେ ନିକଟ ଜଙ୍ଗଲରୁ ଗ୍ରାମାଭିମୁଖୀ ହୋଇ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଏଥିରେ ବିଶେଷ…

୨୪ରୁ ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବ: ଭାଗନେବେ ୫ ଦଳ

ଢେଙ୍କାନାଳ ଅଫିସ, ୨୨।୧୨-ଢେଙ୍କାନାଳର ନାଟ୍ୟାନୁଷ୍ଠାନ କଳା ପରିଷଦ ପକ୍ଷରୁ ଆସନ୍ତା ୨୪ରୁ ୨୯ ତାରିଖ ଯାଏ ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଆୟୋଜିତ ହେବ ୫ମ ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବ। ରବିବାର ଅପରାହ୍ନରେ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା…

ଯୁବକଙ୍କୁ ନିର୍ମମ ହତ୍ୟା

ଢେଙ୍ଗାନାଳ ଅଫିସ୍‌, ୧୩।୧୨: ଢେଙ୍କାନାଳ ଜିଲା ଗୋଣ୍ଡିଆ ବ୍ଲକ ନିହାଲପ୍ରସାଦ ଥାନା ନିତ୍ୟାନନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ଆଖି ତାଡି ନିଆଯାଇଥିବାବେଳେ ତାଙ୍କ…

ବାର୍‌ହା ମାଂସ ଜବତ, ୪ ଗିରଫ

ପରଜଙ୍ଗ, ୯।୧୨(ଡି.ଏନ.ଏ.)-ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ବରକଟା ଗ୍ରାମ ନିକଟ ବଡ଼ପଥର ନାଳ ନିକଟରୁ ସୋମବାର ବନ ବିଭାଗ ବାର୍‌ହା ମାଂସ ଜବତ କରିଛି। ଜନ୍ତୁ ଶିକାର ଅଭିଯୋଗରେ ବରକଟା ଗ୍ରାମର ଦୁଃଖବନ୍ଧୁ ପୂର୍ତ୍ତି, ଜାମ୍ବୁନାଳି ଗ୍ରାମର ଦାମୋଦର…

ପିକ୍‌ଅପ୍‌ ଧକ୍କାରେ ଛାତ୍ରୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପରଜଙ୍ଗ, ୫।୧୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧିନ ଗଡ଼ପଳାଶୁଣି-କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତା ଏକ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ଏକ ପିକଅପ ଧକ୍କାରେ ଗଡ଼ପଳାଶୁଣି ଗ୍ରାମର ଅଲେଖ ନାଏକଙ୍କ ଝିଅ ଲିଜା (୧୬)ଙ୍କର ମୃତ୍ୟୁ ହୋଇଛି।…

ଡକାୟତି ଯୋଜନା ବେଳେ ୮ ଗିରଫ

ତାଳଚେର,୧ା୧୨(ନି.ପ୍ର.)- କଲିୟାରୀ ପୋଲିସ ଡକାୟତି ଯୋଜନା କରୁଥିବା ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଦୁର୍ବୃତ୍ତମାନେ ହେଲେ ସମଲ ଚନ୍ଦ୍ରବିଲ ଗ୍ରାମର ଦିପୁ ଓରଫ ଦୀପକ ପ୍ରଧାନ, କଟକ ଦରଘାବଜାରର ଏମ୍‌ଡି ଇଞ୍ଜେମାନ, ସେଣ୍ଟ୍ରାଲ କଲେନୀର ନିପୁ ନାଏକ,…

୧୦ ଏକ ଫସଲ ନଷ୍ଟ କଲେ ହାତୀପଲ

ବଇଣ୍ଡା,୨୪।୧୧(ଡି.ଏନ.ଏ.)-କିଶୋରନଗର ବ୍ଲକ ବାମୁର ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ବିଶେଷ କରି ରେଢାଖୋଲ ବନାଞ୍ଚଳରୁ ୨୨ଟି ହାତୀ ଏହି ରେଞ୍ଜକୁ ପଳାଇ ଆସି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। କଦଳୀମୁଣ୍ଡା ପଞ୍ଚାୟତ ଭେଜିଡ଼ିହ ଗ୍ରାମରେ ଶୁକ୍ରବାର ଓ…

ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା: ପମ୍ପ ହାଉସ୍‌ରେ ତାଲା ଠୁଙ୍କି ପ୍ରତିବାଦ

ପରଜଙ୍ଗ, ୧୭।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ଗ୍ରାମରେ ପାଇପ ପାଣି ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ। ଏହାର ପ୍ରତିବାଦରେ ସେମାନେ ରବିବାର ପଞ୍ଚାୟତ କାର୍ଯ୍ୟାଳୟ ନିକଟ ପମ୍ପ ହାଉସରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଫଳରେ…

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ବଇଣ୍ଡା,୧୭।୧୧(ଡି.ଏନ୍‌.ଏ.)-କିଶୋରନଗର ବ୍ଲକ ହଣ୍ଡପା ଥାନା କଟରଙ୍ଗା ଗ୍ରାମରେ ଶୁକ୍ରବାର ରାତିରେ ଏକ ଟ୍ରାକ୍ଟର ଓଲଟି ପଡ଼ିଛି। ଏଥିରେ ଟ୍ରାକ୍ଟର ଚାଳକ ପାପସରା ଗ୍ରାମର ଲମ୍ବୋଦର ପ୍ରଧାନଙ୍କ ମୃତ୍ୟୁ ହୋଇଛି। ପୋଲିସ କହିଛି, ଏକ ଟ୍ରାକ୍ଟର (ନଂ.ଓଡ଼ି୧୯ଇ୭୫୦୧) କଟରଙ୍ଗା ଅଭିମୁଖେ ଆସୁଥିବାବେଳେ ଚାଳକ…

ବଡ଼ଓଷାରେ ଉତ୍ସବମୁଖର ବୁଦ୍ଧେଶ୍ୱର ଶୈବପୀଠ: ଲାଗି ହେଲା ୨୮୧ ଭଣ୍ଡାର

ଭୁବନ, ୧୦।୧୧(ଡ.ଏନ.ଏ.)-ଭୁବନର ପ୍ରସିଦ୍ଧ ବୁଦ୍ଧେଶ୍ୱର ଶୈବପୀଠରେ ରବିବାର ବଡ଼ଓଷା ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପାରମ୍ପରିକ ଭଣ୍ଡାର ଭୋଗ ଲାଗି କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପଞ୍ଚୁକ ଏବଂ ବଡ଼ଓଷା ପାଇଁ ମନ୍ଦିର କମିଟି ପକ୍ଷରୁ ସ୍ବତନ୍ତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri