Tag Archives: devendra fadnavis

ରାଜନୀତି କରିବେ ହିଟ୍‌ମ୍ୟାନ! ଫଡନଭିସଙ୍କୁ ଭେଟିବା ପରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୫।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ତାଙ୍କ ସରକାରୀ ବାସଭବନ ‘ବର୍ଷା’ରେ ଭେଟିଛନ୍ତି। ଗତ ୧୧ ମାସ ମଧ୍ୟରେ ଏହି ବୈଠକ...

ଔରଙ୍ଗଜେବଙ୍କ ବିରୋଧରେ ‘ଲୋକଙ୍କ କ୍ରୋଧ’ ପାଇଁ ଛାଭା ଚଳଚ୍ଚିତ୍ର ଦାୟୀ: ଦେବେନ୍ଦ୍ର ଫଡନାଭିସ୍

ମୁମ୍ବାଇ,୧୮।୩: ମହାରାଷ୍ଟ୍ରରେ ଚାଲିଥିବା ଔରଙ୍ଗଜେବ ବିବାଦ ଏବଂ ସୋମବାର ନାଗପୁରରେ ଘଟିଥିବା ହିଂସା ମଧ୍ୟରେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଙ୍ଗଳବାର ୧୭ଶ ଶତାବ୍ଦୀର ମୋଗଲ ସମ୍ରାଟଙ୍କ ବିରୋଧରେ ଲୋକଙ୍କ କ୍ରୋଧ ପାଇଁ ଭିକି କୌଶାଲଙ୍କ ଛାଭା ଚଳଚ୍ଚିତ୍ରକୁ ଦାୟୀ କରିଛନ୍ତି।...

Dhananjay Munde Resign: ସରପଞ୍ଚ ହତ୍ୟାକାଣ୍ଡ ମାମଲାରେ ଫସିଲେ କ୍ୟାବିନେଟ ମନ୍ତ୍ରୀ: ଶେଷରେ ଦେଲେ ଇସ୍ତଫା

ପୁଣେ,୪।୩: ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଧନଞ୍ଜୟଙ୍କ ପିଏ ପ୍ରଶାନ୍ତ ଜୋଶୀ ଇସ୍ତଫାପତ୍ର ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ବାସଭବନରେ ପହଞ୍ଚିଥିଲେ। ଫଡନବୀସ କହିଛନ୍ତି, ଧନଞ୍ଜୟ ମୋତେ ତାଙ୍କର ଇସ୍ତଫାପତ୍ର ଦେଇଛନ୍ତି। ପରବର୍ତ୍ତୀ...

ମହାରାଷ୍ଟ୍ର ସରକାରରେ ପୁଣି ଝଡ଼: ଏକନାଥ ଶିନ୍ଦେ ନେଲେ ବଡ଼ ନିଷ୍ପତ୍ତି

ପୁଣେ,୧୭।୨: ମହାରାଷ୍ଟ୍ରରେ ମହାୟୁତି ସରକାର ଗଠନ ହେବା ପରଠାରୁ ଏକନାଥ ଶିନ୍ଦେ ଏବଂ ଦେବେନ୍ଦ୍ର ଫଡନବିସଙ୍କ ମଧ୍ୟରେ ଶୀତଳ ଯୁଦ୍ଧ କାହାକୁ ଅଛପା ନାହିଁ। ଶିନ୍ଦେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାର ଆଶା ରଖିଥିଲେ, କିନ୍ତୁ ଫଡନବିସ ମୁଖ୍ୟମନ୍ତ୍ରୀ ହୋଇ...

ବାଜି ମାରିନେଲା ଭାଜପା: ଫଡ୍‌ନବିସ୍‌ ରଖିଲେ ବଡ ବିଭାଗ, ଅଜିତଙ୍କୁ ଅର୍ଥ, ଶିନ୍ଦେଙ୍କୁ ସହରାଞ୍ଚଳ ବିକାଶ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଶନିବାର ତାଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ପାଖରେ ଗୃହ ବିଭାଗ ସହ ଆଇନ ଓ ନ୍ୟାୟ ବିଭାଗ ରଖିଥିବାବେଳେ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ସହରାଞ୍ଚଳ ବିକାଶ, ଗୃହ...

ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର ପରବର୍ତୀ ମୁଖ୍ୟମନ୍ତ୍ରୀ, ଭାଜପା ବରିଷ୍ଠ ନେତା କଲେ ଖୁଲାସା

ନୂଆଦିଲ୍ଲୀ, ୧ା୧୨: ବିଧାୟକ ଦଳ ବୈଠକ ପୂର୍ବରୁ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ବଡ ଖୁଲାସା କରିଛନ୍ତି। ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଦଳର ନେତା ଦେବେନ୍ଦ୍ର ଫଡନାଭିସଙ୍କ ନାମ ଚୂଡାନ୍ତ ହୋଇଛି। ପିଟିଆଇ ସହ କଥାବାର୍ତ୍ତା...

ଜିତିବାର ଅନେକ ବାପା, ହାରିବାର କେବଳ ଜଣେ, କାହିଁକି ଏମିତି କହିଲେ ଫଡନବିସ୍‌

ମୁମ୍ବାଇ,୮ା୬: ଲୋକ ସଭା ନିର୍ବାଚନ-୨୦୨୪ର ଫଳାଫଳ ବାହାରିଛି ଏବଂ ବର୍ତ୍ତମାନ ଏହାର ସମୀକ୍ଷା ଚାଲିଛି। ୪୮ଟି ଲୋକ ସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ଭାଜପାର ପ୍ରଦର୍ଶନ ଏଥର ଆଶା କରାଯାଉଥିବାଠାରୁ ବହୁତ କମ୍‌ ଥିଲା। ଦଳର ଖରାପ ପ୍ରଦର୍ଶନ ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri