Tag Archives: Delhi

ପୁଣି ରାଜଧାନୀର ଏକ ହସ୍ପିଟାଲ୍‌ରେ ଲାଗିଲା ଭୟଙ୍କର ନିଆଁ

ନୂଆଦିଲ୍ଲୀ,୫ା୬: ଦେଶର ରାଜଧାନୀରେ ଭୟଙ୍କର ନିଆଁ। ପୁଣିଥରେ ଦିଲ୍ଲୀର ଏକ ହସ୍ପିଟାଲରେ ନିଆଁ ଲାଗିଛି। ଲଜପତ୍‌ ନଗର ଅନ୍ତର୍ଗତ ଏହି ହସ୍ପିଟାଲର ଲିଫ୍ଟରେ ନିଆଁ ଲାଗିଥିବା ବେଳେ ଏହାକୁ ଲିଭାଇବା ପାଇଁ ୧୬ଟି ଅଗ୍ନିଶମ ଗାଡ଼ି ଅପରେସନ୍‌ରେ ଲାଗିଛି। ପ୍ରାଥମିକ ସୂଚନା…

ରାଜଧାନୀରେ ହଠାତ୍‌ ବଦଳିଗଲା ପାଗ, ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ପବନ

ନୂଆଦିଲ୍ଲୀ,୧୩ା୪: ଶନିବାର ରାଜଧାନୀ ଦିଲ୍ଲୀରେ ହଠାତ୍‌ ପାଗରେ ପରିବର୍ତ୍ତନ ହୋଇଛି। ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ଝଡ଼ପବନ ହୋଇଛି। ଏନ୍‌ସିଆର ପକ୍ଷରୁ ଅନେକ ସ୍ଥାନରେ ବଜ୍ରପାତ ସହ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ…

କେଜ୍‌ରିଓ୍ବାଲଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୨୭ା୩: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଜାମିନ ଦେବାକୁ ବୁଧବାର ହାଇକୋର୍ଟ ମନା କରି ଦେଇଛନ୍ତି। ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି କୋର୍ଟ କହିଛନ୍ତି, ହେପାଜତ ସମୟରେ ଇଡି ହୁଏତ କିଛି ତଥ୍ୟ ସଂଗ୍ରହ…

ଭୁଶୁଡ଼ିଲା ୨ ମହଲା କୋଠା, ୨ ଶ୍ରମିକଙ୍କ ଜୀବନ ଗଲା

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀର କବୀର ନଗର ୱେଲକମ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨.୧୬ଟା ପରେ…

Video: ରାସ୍ତାରେ ନମାଜ କରୁଥିବା ଲୋକଙ୍କୁ ଗୋଇଠା ମାରି ପୋଲିସ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ,୮।୩: ଦିଲ୍ଲୀର ଏକ ଅଂଚଳରେ ରାସ୍ତାରେ ନମାଜ ପଢୁଥିବାର ଲୋକମାନଙ୍କୁ ଜଣେ ପୋଲିସ ଅଧିକାରୀ ଗୋଇଠା ମାରୁଥିବାର ଭଭିଡିଓ ଭାଇରାଲ ହୋଇଛି। ନମାଜ ପଢ଼ୁଥିବା ଲୋକମାନଙ୍କୁ ବିନା କୌଣସି ଚିନ୍ତାରେ ଅତି ଅଭଦ୍ରତାର ସହିତ ଗୋଇଠା ମାରୁଥିବା ଦେଖି ଉପସ୍ଥିତ ଲୋକେ…

ଚଳିତ ସିଜିନ୍‌ର ସବୁଠୁ ଥଣ୍ଡା ଦିନ: -୪ ଡିଗ୍ରୀ ଛୁଇଁଲା ତାପମାତ୍ରା

ନୂଆଦିଲ୍ଲୀ,୧୨।୧୨: ଦେଶର ଅନେକ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଫଳରେ ଥଣ୍ଡା ଆହୁରି ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ପରିସ୍ଥିତି ସମାନ ରହିଛି। ଏଠାରେ ଗତକାଲି ଆର୍ଥାତ୍‌ ଡିସେମ୍ବର ୧୧ ସବୁଠାରୁ ଶୀତ ଦିନ ଥିଲା। ଜମ୍ମୁ କଶ୍ମୀରରେ ପାରା…

ଯାତ୍ରୀବାହୀ ବସ୍‌ରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀ ନିକଟ ଯମୁନା ଏକ୍ସପ୍ରେସ୍‌ଓ୍ବେରେ ବୁଧବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଯାଇଛି। ନୋଏଡାର ସେକ୍ଟର ୯୬ରେ ବସ୍‌ରେ ନିଆଁ ଲାଗିଯାଇଥିଲା। ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ବସ୍‌ରୁ ଡେଇଁବାକୁ ବାଧ୍ୟ ହୋଇଥିଲେ। ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି…

ଚଳନ୍ତା ବସ୍‌ରେ କଣ୍ଡକ୍ଟର ଯାତ୍ରୀଙ୍କ ମଧ୍ୟରେ ଘମାଘୋଟ  ଲଢ଼େଇ: ଭିଡିଓ ଦେଖିଲେ…

ବସ୍‌ ହେଉ କିମ୍ବା ଟ୍ରେନ୍‌, ଯାତ୍ରା ସମୟରେ କାହାର ଆଚରଣ ହୁଏତ ଭଲ ଲାଗି ନପାରେ। ମାତ୍ର  ବେଳେବେଳେ ଲୋକେ  ସିଟ୍‌ କିମ୍ବା ଟିକେଟ୍‌ ପରି କିଛି ଛୋଟ ଜିନିଷକୁ ନେଇ ଅଧିକ ମାତ୍ରାରେ ରାଗିଯାନ୍ତି। ଏହା ସହ ଜଡିତ ଏକ…

ନୋଏଡା ପାର୍କରେ ଯୁବତୀ-ଯୁବକ କରୁଥିଲେ ଏପରି ଘୃଣ୍ୟ କାର୍ଯ୍ୟ, ଭିଡିଓ ଦେଖିଲେ…  

ବର୍ତ୍ତମାନର ପିଲା ରିଲ୍‌ ନିଶାରେ ଏତେ ପାଗଳ ଯେ, ସେମାନେ ଏ ନେଇ କିଛି ବି କରିପାରନ୍ତି। ଏଭଳି ଅନେକ ଦୃଶ୍ୟ ପ୍ରତିଦିନ ଭାଇରାଲ ହେଉଛି। ପୂର୍ବରୁ ଦିଲ୍ଲୀ ମେଟ୍ରୋ ଟେନ୍‌ର ଅନେକ ଭିଡିଓ ଭାଇରାଲ ହୋଇଛ, ଯାହା ଆପଣ ଦେଖିଥିବେ।…

କେଜ୍‌ରିଓ୍ବାଲ ହାଜର ହେବା ପୂର୍ବରୁ ମନ୍ତ୍ରୀ ରାଜକୁମାରଙ୍କ ଘରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ,୨।୧୧: ଗୋଟିଏ ପଟେ ଇଡି ପକ୍ଷରୁ ପଚରାଉଚରା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଡକାଯାଇଥିବା ବେଳେ ଅପରପକ୍ଷେ ତାଙ୍କ ଦଳର ବିଧାୟକଙ୍କ ଘରେ ଚଢ଼ାଉ ମଧ୍ୟ ଜାରି ରଖିଛି। ଏହି କ୍ରମରେ ଗୁରୁବାର ଦିଲ୍ଲୀ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ…

ଯୁବତୀଙ୍କ ପାଟିରେ କ୍ଷୀର ଢାଳି ଯୁବକ କଲେ ଏପରି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି ଯାହା ଅନେକ ସମୟରେ ଆଶ୍ଚର୍ଯ୍ୟ କରିଦେଲା ଭଳି ମନେହୁଏ। ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓ ଦିଲ୍ଲୀ ମେଟ୍ରୋରେ ଘଟିଥିବା ଘଟଣା ସହ ଜଡିତ। ନିକଟରେ ଦିଲ୍ଲୀ ମେଟ୍ରୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri