IPL 2024: ବିଜୟରୁ ସିଜିନ୍ ଆରମ୍ଭ କଲା ପଞ୍ଜାବ କିଙ୍ଗସ୍, ପ୍ରତ୍ୟାବର୍ତ୍ତନରେ ଋଷଭଙ୍କ ହାତରେ ଲାଗିଲା ପରାଜୟ
ନୂଆଦିଲ୍ଲୀ,୨୩।୩: ଚଣ୍ଡିଗଡ଼ର ମହାରାଜା ଯାଦବିନ୍ଦ୍ର ସିଂ ଷ୍ଟାଡିୟମରେ ଖେଳା ଯାଉଥିବା ଆଇପିଏଲ୍ ୨୦୨୪ ର ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇଛି ପଞ୍ଜାବ କିଙ୍ଗସ୍। ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶିଖର ଧାୱନ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ…
ଆରସିବି ଟ୍ରଫି ‘ମରୁଡ଼ି’ ଶେଷ କଲା ମହିଳା ଟିମ୍, ପ୍ରଥମ ଥର ପାଇଁ ଜିତିଲା ଟାଇଟଲ୍
ଭୁବନେଶ୍ୱର,୧୭।୩: ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଚମତ୍କାର ପ୍ରଦର୍ଶନ ସହିତ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ୨୦୨୪ ଟାଇଟଲ୍ ଜିତିଛି। ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍ ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆରସିବି…
ଓମେନ୍ସ ପ୍ରିମିୟର ଲିଗ୍: ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ
ନୂଆଦିଲ୍ଲୀ,୧୩ା୩: ଓମେନ୍ସ ପ୍ରିମିୟର ଲିଗ୍ର ଦ୍ୱିତୀୟ ସଂସ୍କରଣର ଫାଇନାଲରେ ପ୍ରବେଶ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଗୁଜରାଟ ଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍କୁ ୭ ଉଇକେଟରେ ଜିତିବା ସହିତ ଦିଲ୍ଲୀ କ୍ୟାପିଟାଲ୍ସ କ୍ରମାଗତ ସିଜନରେ ଫାଇନାଲରେ ପ୍ରବେଶ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ…
ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବଡ଼ ଖବର, ଆଇପିଏଲ୍ ୨୦୨୪ ଖେଳିବାକୁ ଋଷଭ ପନ୍ତଙ୍କୁ ମିଳିଲା ଗ୍ରୀନ୍ ସିଗନାଲ
ନୂଆଦିଲ୍ଲୀ,୧୦।୩: ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଅଧିନାୟକ ଋଷଭ ପନ୍ତଙ୍କୁ ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ରୁ ଗ୍ରୀନ୍ ସିଗନାଲ ମିଳିଛି। ଅର୍ଥାତଋଷଭ ଏବେ ମ୍ୟାଚ୍ ଖେଳିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ମିଡ଼ିଆ ରିପୋର୍ଟ ଅନୁଯାୟୀ ଏନସିଏ ଋଷଭଙ୍କୁ ସମ୍ପୂର୍ଣ୍ଣ ଫିଟ୍ ଫିଟନେସ୍…
ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୮।୨: ଦିଲ୍ଲୀ କ୍ୟାପିଟାଲ୍ସର ବୋଲର ପ୍ରବୀଣ ଦୁବେ ବିବାହ କରିଛନ୍ତି। ସେ ଏହି ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ଲ୍ସ ମଧ୍ୟ ପ୍ରବୀଣଙ୍କୁ ତାଙ୍କ ବିବାହରେ ଅଭିନନ୍ଦନ ଜଣାଇଛନ୍ତି। ଦଳ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ଶେୟାର କରିଛନ୍ତି।…

