ମାର୍ଚ୍ଚ ମାସରେ ଦେଶରେ ଖୋଲିଲା ୩୧ ଲକ୍ଷ ନୂଆ ଡିମାର୍ଟ ଆକାଉଣ୍ଟ, ୧୫ କୋଟି ପାର କଲା ମୋଟ ସଂଖ୍ୟା ମୁମ୍ବାଇ,୧୩ା୪: ମାର୍ଚ୍ଚ ୨୦୨୪ ସୁଦ୍ଧା ଦେଶରେ ଡେମାଟ୍ ଆକାଉଣ୍ଟ ସଂଖ୍ୟା ୧୫୧ ନିୟୁତ (୧୫.୧ କୋଟି) କୁ ବୃଦ୍ଧି ପାଇଛି। ମାର୍ଚ୍ଚ ମାସରେ ସମୁଦାୟ ୩.୧ ମିଲିୟନ୍ (୩୧ ଲକ୍ଷ) ନୂତନ ଡିମାର୍ଟ ଆକାଉଣ୍ଟ୍ ଖୋଲା ଯାଇଥିବାବେଳେ ୨୦୨୩-୨୪ ଆର୍ଥିକ...