ଜଗନ୍ନାଥଙ୍କୁ ସାହା ଦଦରା ରଥ: ଆଶା-ଆଶଙ୍କାରେ ଦେବଗଡ଼ ରଥଯାତ୍ରା ଦେବଗଡ଼,୨୭ା୬(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା ଭାବେ ପରିଚିତ ଦେବଗଡ଼ ରଥଯାତ୍ରା ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆୟୋଜକ ରାଜ ପରିବାରର ଚରମ ଅବହେଳା ଏବଂ ପରିଚାଳନାଗତ ତ୍ରୁଟି ଯୋଗୁ ଏପରି ହୋଇଥିବା କୁହାଯାଉଛି। ରଥଯାତ୍ରା...