Tag Archives: death

ଅକାଳରେ ଝଡ଼ିଗଲେ ଦୁଇ ଭଉଣୀ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ

କେନ୍ଦୁଝର,୧୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ଅଧିନସ୍ଥ ପୁରନ୍ଦରପୁର ଗାଁରେ ଦୁଇ ଭଉଣୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ଟଙ୍କଧର ମହାରଣାଙ୍କର ମୃତ ଦୁଇ ନାବାଳିକା ଝିଅ ହେଲେ ଇତିଶ୍ରୀ (୪) ଏବଂ ଲିପି (୨)। ୨ ଶିଶୁକନ୍ୟାଙ୍କ…

ହୋଟେଲ ପାର୍କିଂରେ ଥିବା କାର୍‌ରୁ ମିଳିଲା ଲୋକପ୍ରିୟ ଅଭିନେତାଙ୍କ ମୃତଦେହ, ପ୍ରଶଂସକ ସ୍ତବ୍ଧ

ମାଲାୟାଲମ ସିନେମାଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଅଭିନେତା ବିନୋଦ ଥୋମସଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଏକ ହୋଟେଲ ପାର୍କିଂରେ ଥିବା କାର୍‌ରୁ ତାଙ୍କ ମୃତଦେହ ଜବତ କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ…

ପରଲୋକରେ ଦକ୍ଷିଣ ଭାରତୀୟ ସିନେମାର ଖ୍ୟାତନାମା ଅଭିନେତା-କମେଡିଆନ୍‌

ହାଇଦ୍ରାବାଦ: ପରଲୋକରେ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ତଥା କମେଡିଆନ୍‌ ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଚନ୍ଦ୍ର ମୋହନ ଦୀର୍ଘଦିନ ଧରି ହୃଦ୍‌ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ହେଲେ ଦୀପାବଳିର…

ଟ୍ରେନ୍‌ଲାଇନରେ କଟି ମହିଳା କର୍ମଚାରୀ ମୃତ

ଯାଜପୁର ଅଫିସ, ୨୫।୫: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ନିଳାଚଳ ଇସ୍ପାତ ନିଗମ ପରିସରରେ ରେଳଲାଇନରେ କଟି ଶନିବାର ପୂର୍ବାହ୍ନ ୯ଟାରେ ଏସ୍‌ଏମ୍‌ଏସ୍‌ ବିଭାଗରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କବାଟବନ୍ଧ ଅଞ୍ଚଳର ଅନଙ୍ଗମଞ୍ଜରୀ ରାଉତ।…

ଅଂଶୁଘାତରେ ବୃଦ୍ଧାଙ୍କ ଜୀବନଗଲା

ହାଟଡ଼ିହୀ, ୨୨।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଜମ୍ଭରା ଶାଳବଣୀ ସାହିର ଜଣେ ବୃଦ୍ଧାଙ୍କର ବୁଧବାର ଅଂଶୁଘାତରେ ମୃତ୍ୟୁ ଘଟିଛି। ସେ ହେଲେ ହଳଧର ନାୟକଙ୍କ ସ୍ତ୍ରୀ ସୁକାନ୍ତି(୬୫)। ସୁକାନ୍ତି ନିଜ ବଗିଚାରେ କାମ କରୁଥିବା ବେଳେ ହଠାତ୍‌ ଚେତାଶୂନ୍ୟ ହୋଇପଡ଼ିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri