ଆକ୍ରମଣ ଜୋର୍ଦାର: ଇରାନ୍ରେ ମୃତ୍ୟୁସଂଖ୍ୟା ୫୫୫ ତେହରାନ୍, ୨ା୩: ଇରାନ୍ରେ ଆମେରିକା ଓ ଇସ୍ରାଏଲ୍ ସୋମବାର ଜୋର୍ଦାର ଆକ୍ରମଣ କରିଥିବାବେଳେ ମୃତ୍ୟୁସଂଖ୍ୟା ୫୫୫ରେ ପହଞ୍ଚିଥିବା ଇରାନୀୟ ରେଡ୍ କ୍ରିସେଣ୍ଟ ସୋସାଇଟି ପକ୍ଷରୁ କୁହାଯାଇଛି। ଏହାର ଜବାବରେ ଇରାନ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଥିବା ଇସ୍ରାଏଲ୍ ଓ ଆମେରିକାର ସାମରିକ ବେସ୍…