ଅମ୍ପାୟାରଙ୍କୁ ଘେରିଗଲେ ପାକିସ୍ତାନୀ ଖେଳାଳି; ‘ଡେଡ ବଲ’ ନିଷ୍ପତ୍ତିକୁ ନେଇ ଏସିଆ କପରେ ଖୁବ ହଙ୍ଗାମା
ନୂଆଦିଲ୍ଲୀ,୨୩।୧୧: ରବିବାର, ନଭେମ୍ବର ୨୨ରେ ‘ରାଇଜିଂ ଷ୍ଟାର୍ସ ଏସିଆ କପ’ରେ ଭାରତ ‘ଏ’ (India A) ଏବଂ ପାକିସ୍ତାନ ‘ଏ’ (Pakistan A) ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ତିଲକ ବର୍ମା ଶତକ ହାସଲ କରିଥିଲେ ମଧ୍ୟ ଭାରତୀୟ ଦଳ ବିଜୟ…

