IPL2025: ଆଇପିଏଲ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ଏହି ଭେଟେରାନଙ୍କ ଏଣ୍ଟ୍ରି, ମିଳିଲା ଏହି ଦାୟିତ୍ୱ ନୂଆଦିଲ୍ଲୀ,୨୭।୨: IPL 2025 ଆରମ୍ଭ ହେବାକୁ ଏକ ମାସରୁ କମ ସମୟ ବାକି। ଏହାପୂର୍ବରୁ ପୂର୍ବତନ ଇଂଲଣ୍ଡ ଅଧିନାୟକ କେଭିନ ପିଟରସେନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମିଲ କରିଛି। ଫ୍ରାଞ୍ଚାଇଜ ତାଙ୍କୁ ନୂତନ ସିଜିନ ପାଇଁ ନିଜର ମେଣ୍ଟର କରିଛି। ଏନେଇ…