ବାପା, ମାଆଙ୍କ ସାମ୍ନାରେ ଝିଅକୁ ଅପହରଣ: ହତ୍ୟା ଧମକ ଦେଇ ଛଡ଼ାଇ ନେଲେ ମୟୁରଭଞ୍ଜ,୧୦ା୮: ମୟୂରଭଞ୍ଜ ଜିଲାର ଉଦଳା ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ବାପା-ମା’ଙ୍କ ସାମ୍ନାରେ ଜଣେ ଝିଅକୁ ୪ରୁ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଦିନଦ୍ଵିପ୍ରହରରେ ଘଟିଥିବା ବେଳେ ଅପହୃତ ଝିଅର ବାପା-ମା’...