୩ ବର୍ଷ ପରେ ମଣିପୁର ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂ ପଦବୀରୁ ହଟିବା ପରେ ରାଷ୍ଟ୍ରପତି ଶାସନ ଜାରି ଓ ପରବର୍ତ୍ତୀ ସମୟରେ ନୂଆ ମୁଖ୍ୟମନ୍ତ୍ରୀ…