Tag Archives: Cyclone Ditwah

ଶ୍ରୀଲଙ୍କାରେ ପ୍ରଳୟ ରଚିବା ପରେ ଭାରତ ମୁହାଁ ବାତ୍ୟା ଡିଟ୍‌ଓ୍ବା: ଆଜି ସନ୍ଧ୍ୟାରେ ଲାଣ୍ଡଫଲ

ପୁଡୁଚେରୀ,୩୦।୧: ବାତ୍ୟା ଡିଟ୍‌ଓ୍ବା ଶ୍ରୀଲଙ୍କାରେ ପ୍ରଳୟ ରଚିଛି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଘଟି ରବିବାର ମୃତ୍ୟୁସଂଖ୍ୟା ୧୫୧ରେ ପହଞ୍ଚିଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ୨୦,୦୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ବେଳେ ୭୮,୦୦୦ ଲୋକ ସରକାରୀ…

ଶ୍ରୀଲଙ୍କାରେ ପ୍ରଳୟ ରଚିଲା ବାତ୍ୟା ଡିଟ୍‌ଓ୍ବା: ୧୫୧ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

କଲମ୍ବୋ,୨୯ା୧୧ ବାତ୍ୟା ଡିଟ୍‌ଓ୍ବା ଜନିତ ପ୍ରବଳ ବର୍ଷାରେ ଶ୍ରୀଲଙ୍କାରେ ବନ୍ୟା ଏବଂ ଭୂସ୍ଖଳନ ଘଟି ରବିବାର ମୃତ୍ୟୁସଂଖ୍ୟା ୧୫୧ରେ ପହଞ୍ଚିଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ୨୦,୦୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ବେଳେ ୭୮,୦୦୦ ଲୋକ ସରକାରୀ ଆଶ୍ରୟ ସ୍ଥଳରେ…

ବାତ୍ୟା ଡିଟ୍‌ଓ୍ବା: ରବିବାର ସକାଳେ ଛୁଇଁବ ସ୍ଥଳଭାଗ

ଚେନ୍ନାଇ,୨୯ା୧୧: ବାତ୍ୟା ଡିଟ୍‌ଓ୍ବା ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବାବେଳେ ରବିବାର ଭୋର ସୁଦ୍ଧା ଉତ୍ତର ତାମିଲନାଡୁ, ପଣ୍ଡିଚେରୀ ଓ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଭାଗରେ ପହଞ୍ଚିବା ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଜାରି…

ଉପକୂଳ ଦେଇ ମାଡ଼ି ଆସୁଛି ବାତ୍ୟା: ପ୍ରବଳ ବର୍ଷା ସହ ଜାରି ରହିଛି ପବନ

ଚେନ୍ନାଇ,୨୯ା୧୧: ବାତ୍ୟା ଡିଟ୍‌ଓ୍ବା ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରୁଥିବା ବେଳେ ଉତ୍ତର ତାମିଲନାଡୁ ଏବଂ ପଣ୍ଡିଚେରୀ ଉପକୂଳ ଦିଗରେ ଅଗ୍ରସର ହେଉଛି। ଏହାର ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି। ବାତ୍ୟା ମୁକାବିଲା ପାଇଁ କର୍ତ୍ତୃପକ୍ଷ ବିଭିନ୍ନ ଦିଗରେ ପ୍ରସ୍ତୁତି…

ବାତ୍ୟା ପାଇଁ ହାଇ-ଆଲର୍ଟ: ସ୍କୁଲ ବନ୍ଦ, ଟ୍ରେନ-ବିମାନ ଚଳାଚଳ ବାତିଲ୍‌

ଚେନ୍ନାଇ,୨୯।୧୧:: ମାଡ଼ି ଆସୁଛି ବାତ୍ୟା। ସାମୁଦ୍ରିକ ବାତ୍ୟା ‘ଦିତ୍‌ୱାହ’ ଶ୍ରୀଲଙ୍କାରେ ତାଣ୍ଡବ ରଚିବା ପରେ ଏବେ ତାମିଲନାଡୁ ମୁହାଁ ହୋଇଛି। ନଭେମ୍ବର ୩୦ରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶୁକ୍ରବାର ସକାଳେ ‘ଦିତ୍‌ୱାହ’ ଶ୍ରୀଲଙ୍କାର ପୂର୍ବ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri